Browsing Category

State

ରାଜ୍ୟସଭା ପାଇଁ ବିଜେପି ଦେବ ୩ ପ୍ରାର୍ଥୀ

ରାଜ୍ୟସଭା ପାଇଁ ବିଜେପି ଦେବ ୩ ପ୍ରାର୍ଥୀ । ୫ ତାରିଖରେ ବିଜେପିର ୩ ପ୍ରାର୍ଥୀ ଭରିବେ ନାମାଙ୍କନ । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି । ୩…

ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ମାମଲା; ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲଙ୍କ ପତ୍ନୀ

ଭୁବନେଶ୍ବର (ଆମ ଟିଭି): ୟୁଟ୍ୟୁବର ରାହୁଲ ମହାରଣା ହତ୍ୟାକାଣ୍ଡ ମାମଲା। ପୋଲିସର ତଦନ୍ତକୁ ଗ୍ରହଣ କରିପାରୁ ନାହାନ୍ତି ପତ୍ନୀ ଓ ପରିବାର। ରାହୁଲଙ୍କୁ ପ୍ରି ପ୍ଲାନ ଭାବରେ ହତ୍ୟା କରାଯାଇଛି…

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ

ଭୁବନେଶ୍ବର (ଆମ ଟିଭି): ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି…

ଓଲଟିଲା ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ , ୨୦ ରୁ ଅଧିକ କଳାକାର ଗୁରୁତର

ଦେବଗଡ଼ (ଆମ ଟିଭି): ଓଲଟିଲା ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ । ୨୦ରୁ ଅଧିକ କଳାକାର ଗୁରୁତର ହୋଇଛନ୍ତି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ସଡୋ -ଭୁଗୁରାପାଳ ଘାଟି…

ହିଟ୍ ୱେଭଙ୍କୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି, ସକାଳ ସମୟରେ ସବୁ ପରୀକ୍ଷା କର

ଭୁବନେଶ୍ୱର (ଆମ ଟିଭି): ଧିରେ ଧିରେ ବଢୁଛି ତାତି । ତେଣୁ ହିଟ୍ ୱେଭଙ୍କୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସକାଳ ସମୟରେ ସବୁ…

ୟୁଟ୍ଯୁବରଙ୍କୁ ହତ୍ୟା ଯୋଜନାବଦ୍ଧ ! ପରିବାର ଲୋକଙ୍କ ଅଭିଯୋଗ ସୁପାରୀ ଦେଇ ରଚାଯାଇଛି ଷଡ଼ଯନ୍ତ୍ର

ଭୁବନେଶ୍ୱର (ଆମ ଟିଭି): ୟୁଟ୍ଯୁବରଙ୍କୁ ହତ୍ୟା ଯୋଜନାବଦ୍ଧ !। ପରିବାର ଲୋକଙ୍କ ଅଭିଯୋଗ ସୁପାରୀ ଦେଇ ରଚାଯାଇଛି ହତ୍ୟା ଷଡ଼ଯନ୍ତ୍ର । ୩ ହତ୍ୟାକାରୀଙ୍କୁ ଗିରଫ ପରେ ବି ବଢୁଛି ସନ୍ଦେହ ।…

ଓଡିଶାରେ ଉର୍ଫି ଜାଭେଦ୍, ସ୍ୱପ୍ନା ପତି ଫାଉଣ୍ଡେସନ ତରଫରୁ ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

ଭୁବନେଶ୍ବର (ଆମ ଟିଭି): ସବୁ ବର୍ଷ ପରି ଏଥର ମଧ୍ୟ ଭୁବନେଶ୍ୱରରେ ୧୫ତମ ହର୍ବାଲ ହୋଲି ୨୦୨୬ ପାଳନ କରିବା ପାଇଁ ସ୍ୱପ୍ନା ପତି ଫାଉଣ୍ଡେସନ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଯାହା ରଙ୍ଗର ପର୍ବକୁ…

ଅଘଟଣ ପୂର୍ବରୁ ସତର୍କ ହୁଅନ୍ତୁ! ଫୋନ ଓଭରହିଟ୍‌ ହେଲେ କରନ୍ତୁ ଏହି ସେଟିଂ

ଭୁବନେଶ୍ବର (ଆମ ଟିଭି): ପ୍ରତିଦିନ ମୋବାଇଲ ଫୋନ ଆମ ଜୀବନର ଅଂଶ ହୋଇପଡ଼ିଛି । ଅଫିସ କାମ, ପଢ଼ାଶୁଣା, ଅନଲାଇନ ପେମେଣ୍ଟ, ସୋସିଆଲ ମିଡିଆରୁ ଆରମ୍ଭ କରି ବ୍ୟାଙ୍କିଂ ପର୍ଯ୍ୟନ୍ତ ସବୁ କାମ…

ସାବଧାନ! ଗରମ ପାନୀୟ ପ୍ଲାଷ୍ଟିକ୍ କପରେ ନେବା ପୂର୍ବରୁ ପଢ଼ନ୍ତୁ ଏହି ଖବର

ଭୁବନେଶ୍ବର (ଆମ ଟିଭି): ଅଫିସ୍‌ ହେଉ କି ଯାତ୍ରା ସମୟ, ରାସ୍ତାକଡ଼ରେ ମିଳୁଥିବା ଗରମ ଚା’ ପିଇବା ଆମ ଦୈନନ୍ଦିନ ଅଭ୍ୟାସର ଏକ ଅଂଶ ହୋଇପାରିଛି । ବିଶେଷକରି ଛୋଟ ପ୍ଲାଷ୍ଟିକ୍ କିମ୍ବା…

ରାତି ଅଧରେ ୟୁଟ୍ୟୁବର ରାକେଶ ମହାରଣାଙ୍କୁ ହତ୍ୟା, ଘଟଣାର ତଦନ୍ତ କରୁଛି ପୋଲିସ

ରକ୍ତରଞ୍ଜିତ ହେଲା ରାଜଧାନୀ । ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା । ଛୁରାମାଡ଼ରେ ଗଲା ଜୀବନ। ଭୁବନେଶ୍ବର ଜିଜିପି କଲୋନୀ ଖେଳ ପଡ଼ିଆରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ମହାରଣା ।…