Browsing Category

State

ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା !

ସୁପ୍ରିମକୋର୍ଟ ଏବଂ ମୁଖ୍ୟ ବିଚାରପତିଙ୍କ ସମ୍ପର୍କରେ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନକୁ ନେଇ ଅବମାନନା ମାମଲା ରୁଜୁ ପାଇଁ ଦାବି ଆରମ୍ଭ ହୋଇଛି। ସୁପ୍ରିମକୋର୍ଟର ଜଣେ ଓକିଲ…

ଏକକ ନିର୍ବାଚନକୁ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଏକକ ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛି । ଏହି ବୈଠକ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଅପରାହ୍ଣ ୩.୩୦ରେ ହେବାକୁ ଥିବା ସୂଚନା । ଏହି…

ଆଇନମନ୍ତ୍ରୀଙ୍କ ବଡ ବୟାନ ରତ୍ନଭଣ୍ତାର ନଥିଲା ସୁରକ୍ଷା : ସ୍ନାନ ଯାତ୍ରା ପୂର୍ବରୁ କାମ ସରିବା ନେଇ ପ୍ରୟାସ ଜାରି

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନ ଭଣ୍ଡାର ମରାମତି ଚୁଡାନ୍ତ ସ୍ଥିତିକୁ ଆସିଲାଣି ।  ନିତିକାନ୍ତି ବ୍ୟାଘାତ ନ କରି ମରାମତି କାମ ଚାଲିଛି  ।   ଦିନରେ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ମରାମତି…

୨୪ଘଣ୍ଟାରେ କାଳବୈଶାଖୀ ଆଲର୍ଟ, ୧୩ ଜିଲାକୁ ଝଡବର୍ଷା

ଭୁବନେଶ୍ୱର (ଆମ ଟିଭି): କାଳବୈଶାଖୀ ନେଇ ଏକ ବଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆହୁରି ୨୪ ଘଣ୍ଟା କାଳବୈଶାଖୀ ହେବା ନେଇ ସତର୍କ କରାଇଛି ବିଭାଗ। ତେବେ ଆଜି ରାଜ୍ୟର ବିଭିନ୍ନ…

ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ବଡ଼ ଖବର, ସାରା ରାଜ୍ୟରେ ଚହଳ

ଭୁବନେଶ୍ୱର(ଆମ ଟିଭି): ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ନାଗ ଦମ୍ପତିଙ୍କୁ ନେଇ ଆସିଛି ବଡ଼ ଖବର। ନାଗ ଦମ୍ପତି ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଶୁଣିଲେ ଆପଣଙ୍କୁ ତାଜୁବ…

ବିଜେଡି ଓ କଂଗ୍ରେସକୁ ମିଳିଗଲା ସଭାପତି, ହେଲେ ଶାସକ ବିଜେପି ଦଳର ସଭାପତି କୁଆଡେ ଗଲେ ?

ଭୁବନେଶ୍ବର (ଆମ ଟିଭି): ଗତକାଲି ବିଜୁ ଜନତା ଦଳର ସଭାପତିଙ୍କ ନାମ ଘୋଷଣା ହୋଇଛି। ନବମ ଥର ପାଇଁ ନବୀନ ପଟ୍ଟନାୟକ ଦଳର ସଭାପତି ମୁକୁଟ ପିନ୍ଧିଛନ୍ତି। ହେଲେ ସେଥିରେ କିଛି ଆଶ୍ଚର୍ଯ୍ୟଜନକ…

୨୪ରେ ମିିଳିବ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା

ଚଳିତ ମାସ ୨୪ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା ଦିଆଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି,…

ନବୀନଙ୍କ ନବମ ଇନିଂସ୍: ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

ବମଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ନିର୍ଦ୍ବନ୍ଦ୍ଵରେ ସଭାପତି ଭାବେ ନିର୍ବାଚିତ…

ପୁଣି ନିର୍ଦ୍ବନ୍ଦରେ ଜିତିଲେ ନବୀନ ପଟ୍ଟନାୟକ, ଘୋଷଣା କଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ବର (ଆମ ଟିଭି): ପୁଣି ଥରେ ନିର୍ଦ୍ବନ୍ଦରେ ଜିତିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଏହି ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ବିଜେଡିର ବସିଥିବା…

ଆହୁରି ୭ ଦିନ ବର୍ଷିବ, ଆଜି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (ଆମ ଟିଭି): ଆହୁରି ସାତଦିନ ବର୍ଷିବ । ଆଗାମୀ ସାତଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ଓ କୁଆପଥର ମାଡ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି…