Browsing Category
State
ସତର୍କ ରୁହ ! ଟ୍ବିନସିଟିରେ ଆହୁରି ୩ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା…
ଅଧା ଓଡ଼ିଶାରେ ଜାରି ରହିଛି ବର୍ଷା, ଏପଟେ ଟ୍ବିନ୍ସିଟିରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଥିବାବେଳେ ଆଗାମୀ ୩ ଘଣ୍ଟା ପାଇଁ ପୁଣି ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।…
ପାକିସ୍ତାନ କ୍ବେଟା ସେନା ମୁଖ୍ୟାଳୟରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ
କ୍ୱେଟାରେ ଥିବା ପାକିସ୍ତାନୀ ସେନା ମୁଖ୍ୟାଳୟରେ ବଡ଼ ବିସ୍ଫୋରଣ ହୋଇଛି । ପୂର୍ବ କ୍ୱେଟାରେ ଫ୍ରଣ୍ଟିୟର୍ କର୍ପସ୍ ମୁଖ୍ୟାଳୟ ନିକଟରେ ବଡ଼ ବିସ୍ଫୋରଣ ହୋଇଛି । ଫଳରେ ୬ ଜଣଙ୍କ ଜୀବନ…
ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା
ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା । ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ…
ମାଆଙ୍କୁ ଦେଖିବାକୁ ମଣ୍ଡପ ମୁହାଁ ରାଜଧାନୀବାସୀ, କିନ୍ତୁ ଚାରିଆଡେ ଖଚାଖଚ୍ ଭିଡ଼
ଭୁବନେଶ୍ୱର (ଆମ ଟିଭି): ଅସମ୍ଭାଳ ହୋଇପଡ଼ିଲାଣି ଟ୍ରାଫିକ ଜାମ୍ । ଶହେ ମିଟର ଗାଡ଼ି ଗଡ଼ିବାକୁ ଲାଗୁଛି ଘଂଟାଏ ସମୟ। ଗତକାଲି ଭାରତ -ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ସତ୍ତ୍ବେ ରାସ୍ତାରେ…
ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ : ଆସନ୍ତାକାଲି ବେଳକୁ ନେଇପାରେ ଲଘୁଚାପର ରୂପ
ଭୁବନେଶ୍ୱର (ଆମ ଟିଭି): ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ। ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ପହିଲା ବେଳକୁ ନେଇପାରେ ଲଘୁଚାପର ରୂପ । ଉତ୍ତର ଆଣ୍ଡାମାନ ସାଗର ନିକଟରେ ଆଉ ଏକ…
ବଦଳିଲା ନିଷ୍ପତ୍ତି; ଉପର ପଡ଼ିଆରେ ବି ହେବ ବାଲିଯାତ୍ରା
କଟକ (ଆମ ଟିଭି): ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ଏ ନେଇ ନିଆଗଲା ନିଷ୍ପତ୍ତି। ବୈଠକ ପରେ ଜିଲ୍ଲାପାଳ…
ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ୱର (ଆମ ଟିଭି): ଆଜି ରାଜ୍ୟ କ୍ୟାବିନେଟର ୨୭ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।…
ଦୁର୍ଗା ପୂଜା ପାଇଁ ଟ୍ରାଫିକ୍ କଟକଣା; ଦିନ ୨ଟା ପରେ NHରେ ଭାରିଯାନ ମନା
ଭୁବନେଶ୍ୱର (ଆମ ଟିଭି): ଦୁର୍ଗା ପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା । ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି କଟକଣା ଅନୁଯାୟୀ ଦିନ ୨ଟା ପରେ NHରେ…
କଟକ ଦୁର୍ଗା ପୂଜାରେ ଜଗିବେ ୧୨୨ ପ୍ଲାଟୁନ୍ ଫୋର୍ସ
କଟକ (ଆମ ଟିଭି): ପୂଜା ପାଇଁ ସଜାଗ ହେଲା କମିଶନରେଟ ପୋଲିସ। କଟକ ଦୁର୍ଗା ପୂଜାରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସୂଚନା । ପୋଲିସ କମିଶନର କହିଛନ୍ତି ୧୨୨ ପ୍ଲାଟୁନ୍ ଫୋର୍ସ…
ମମିତା ମେହେର ହତ୍ୟାକାଣ୍ଡ ଘଟଣା; ପୁନଃ ତଦନ୍ତ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ
ଭୁବନେଶ୍ଵର (ଆମ ଟିଭି): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ସ୍କୁଲର ପୃଷ୍ଠପୋଷକ ସ୍ବର୍ଗତ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ ଆଜି ମୁଖ୍ୟମନ୍ତ୍ରୀ ମୋହନ…