Browsing Category

State

ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା : ଜାଣନ୍ତୁ କାହାକୁ ମିଳିବ, କାହାକୁ ମିଳିବନି

ପୂରଣ ହେବ ବିଜେପିର ଡ୍ରିମ୍ ପ୍ରୋଜେକ୍ଟ । ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…

ତାସ୍‌କେଣ୍ଟ୍‌ରୁ ଫେରିଲେ ସାଂସଦ ସସ୍ମିତ ପାତ୍ର, ଦିଲ୍ଲୀ ଫେରିବା ପରେ ୱାକଫ୍‌ ବିଲ୍‌କୁ ନେଇ ଗଣମାଧ୍ୟମରେ ରଖିଲେନି…

ଭୁବନେଶ୍ୱର (ଆମ ଟିଭି): ତାସ୍‌କେଣ୍ଟ୍‌ରୁ ଫେରିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଦିଲ୍ଲୀ ଫେରିବା ପରେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିଲେ ନାହିଁ । ଗଣମାଧ୍ୟମ ଆଗରେ ମୁହଁ…

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର (ଆମ ଟିଭି): ଗୁରୁବାର ଓଡ଼ିଶା ସରକାର ଭାରତୀୟ ପ୍ରଶାସନିକ ସେବା (IAS) କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ତଦନୁସାରେ, ବର୍ତ୍ତମାନ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ…

ପୁଣି ବଢିଲା ସୁନା ଦାମ୍‌; ଗ୍ରାମ୍‌ ପିଛା ଏତିକି ବୃଦ୍ଧି

ଗତ କିଛି ଦିନରେ ସୁନା ଦର କମିଥିବା ବେଳେ ପୁଣି ବଢିଲା ସୁନା ଦାମ୍‌ । ଗୁରୁବାର ସୁନା ଦାମ୍‌ ପ୍ରାୟ ୨୭୦୦ ଟଙ୍କା ବୃଦ୍ଧି ପାଇଛି। ଏପ୍ରିଲ ୧୦ ଅର୍ଥାତ୍‌ ଗୁରୁବାର ୨୪ କ୍ୟାରେଟ୍‌ ସୁନା…

ଆସନ୍ତାକାଲି ଆୟୁଷ୍ମାନ୍ ଭାରତ: ୧୩ ଜିଲ୍ଲାରେ ଶୁଭାରମ୍ଭ କରିବେ ମନ୍ତ୍ରୀ ନିଉଜ ଆଲର୍ଟବଡ଼ ଖବରଭୁବନେଶ୍ବର

ଏପ୍ରିଲ ୧୧ ତାରିଖରୁ ଓଡିଶାରେ ଲାଗୁ ହେବ ଆୟୁଷ୍ମାନ୍ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। କଟକ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ଵାସ୍ଥ୍ୟ…

ନବୀନ ମିଛ କହିଲେ’ ; ପ୍ରେସମିଟରେ ବର୍ଷିଲେ ପ୍ରଭାତ ତ୍ରିପାଠୀ

ନବୀନ ପଟ୍ଟନାୟକଙ୍କ ବୟାନ ପରେ ପ୍ରଭାତ ତ୍ରିପାଠୀଙ୍କ ବିସ୍ଫୋରଣ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ପୂର୍ବତନ ବିଧାୟକ । ଉଭୟ ନୀବନ ପଟ୍ଟନାୟକ ଓ ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ।…

IAS ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର

ବଡ଼ ଖବର। IAS ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମନୋଜ କୁମାର ପରିଡ଼ାଙ୍କୁ ଓଡ଼ିଶା ସୂଚନା ଅଧିକାର (ଆରଟିଆଇ) ଆୟୋଗର…

ବୈଠକ ନେଇ ପ୍ରଭାତଙ୍କ ବିସ୍ଫୋରକ ବୟାନ ; କହିଲେ , ପାଣ୍ଡିଆନଙ୍କ ପ୍ରଭାବ ହ୍ରାସ କରିବାକୁ କରିଥିଲୁ ବୈଠକ

ୱାକଫ୍ ବିଲକୁ ନେଇ ସସ୍ମିତଙ୍କ ସମର୍ଥନ ପରେ ବିଜେଡିରେ ଧରପଗଡ । ବିଭିନ୍ନ ନେତାମାନେ ମେଳି ହୋଇ ସସ୍ମିତଙ୍କ ପଛର କାର୍ପଟଦାର କଥା ଆଲୋଚନା କରୁଥିବାବେଳେ ବୈଠକକୁ ନେଇ କିନ୍ତୁ ଆରମ୍ଭ…

ବୈଠକ ପରେ ବିଜେଡି ବରିଷ୍ଠଙ୍କ ବୟାନ : ନବୀନଙ୍କୁ ଦୁର୍ବଳ କଲେ ଛଡ଼ାଯିବନି

ୱାକଫ ବିଲକୁ ନେଇ ବିଜେଡିରେ କନ୍ଦଳ ଚାଲିଥିବା ବେଳେ ଏକାଠି ହେଲେ ବରିଷ୍ଠ ନେତା । ଭୁବନେଶ୍ବର ପଟିଆସ୍ଥିତି କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ହୋଇଥିଲେ  ମେଳି । ବୈଠକରେ ଶଶିଭୂଷଣ ବେହେରା,…

ଦିଲ୍ଲୀରେ ମୋହନ-ଶାହ ଭେଟ, ଓଡିଶାରେ ଲାଗୁ ହୋଇପାରେ ୩ ନୂଆ ଅପରାଧ ଆଇନ

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ମୋହନ ଓ ଶାହଙ୍କ ଭେଟ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ରାଜ୍ୟରେ ୩ ନୂଆ…