Browsing Category
State
ରାଜ୍ୟରେ ରହିଛନ୍ତି ଲକ୍ଷାଧିକ ଭୂତ ରାଶନକାର୍ଡଧାରୀ, ସବୁଠୁ ଏହି ଜିଲାରେ ଅଛନ୍ତି…
ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ଭୂତ ରାଶନାକାର୍ଡଧାରୀ ଅଛନ୍ତି। ଅର୍ଥାତ୍ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାଶନ କାର୍ଡ। e-KYC ପରେ ସେମାନଙ୍କୁ ତାଲିକାରୁ…
ସିଧା ଧମକ ଦେଲେ Nepal Govt, ପରିସ୍ଥିତି ଠିକ୍ ନ ହେଲେ…
ଭୁବନେଶ୍ୱର(ଆମ ଟିଭି): କିଟ୍ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ ନିନ୍ଦିତ…
ପଶ୍ଚିମା ଝଡ଼ ପ୍ରଭାବରେ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା
ପଶ୍ଚିମା ଝଡ଼ ପ୍ରଭାବରେ ସପ୍ତାେହ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ…
ଏମ୍ସରେ ସିବିଆଇ ଚଢାଉ
ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ସିବିଆଇ ଚଢାଉ ହୋଇଛି। ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ବୁଧବାର ଏହି ଚଢାଉ କରାଯାଇଥିବା ଜଣାପଡ଼ିଛି। ଜାଲ୍ କାଗଜପତ୍ରରେ ବିଭିନ୍ନ ପଦପଦବୀରେ ନିଯୁକ୍ତି…
ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ
ପୁରୀ(ଆମ ଟିଭି): ଆସନ୍ତାକାଲି ଫାଲଗୁନ କୃଷ୍ଣ ଷଷ୍ଠୀ ତିଥି। ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟାରୁ…
IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର (ଆମ ଟିଭି): IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା ହେଉଛି। CBI ରେଡ ପ୍ରତିବାଦରେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏନେଇ ଏକ ହାତଲେଖା ଚିଠି ଗଣମାଧ୍ୟମ ହାତରେ ଲାଗିଛି।…
ମାଗଣାରେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଗରିବଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ସରକାରଙ୍କ ନୂଆ ଯୋଜନା
ମାଗଣାରେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ। ଗରିବଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ସରକାର ଆଣିଛନ୍ତି ନୂଆ ଯୋଜନା। ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ଚଳିତ ବଜେଟ୍ରେ ୩୦ କୋଟି…
Citrus Clothing” ଓଡ଼ିଶାର ଅନୁଗୁଳରେ ଖୋଲିଲା ନୂଆଷ୍ଟୋର
ଭାରତର ଏକ ଅଗ୍ରଣୀ ଏଵଂ ୨୪ ବର୍ଷର ଗ୍ରାହକଙ୍କ ବିଶ୍ୱାସ ଓ ଭରସା ରୂପରେ ଉଭା ହୋଇଥିବା ଏକ ସମ୍ପନ୍ନ ପୁରୁଷ ବସ୍ତ୍ର ବ୍ରାଣ୍ଡ "Citrus Clothing" ଏବେ ଓଡ଼ିଶାର ଜଗନ୍ନାଥଧାମ ଅନୁଗୁଳରେ ନୂଆ…
କିଟ୍ରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ
କିଟ୍ କ୍ୟାମ୍ପସ ହଷ୍ଟେଲରେ ଜଣେ ବିଦେଶୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅସନ୍ତୋଷ ତେଜିଛି। ବର୍ତ୍ତମାନ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ…
Odisha Budget: ବଜେଟରେ କୃଷକଙ୍କ ପାଇଁ ବଡ଼ ଘୋଷଣା
ଭୁବନେଶ୍ୱର (ଆମ ଟିଭି): ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। କୃଷି ପାଇଁ ଏଥର ବଜେଟରେ ୩୭,୮୦୦ କୋଟି…