Browsing Category
State
ଗ୍ରାହକଙ୍କୁ ୩୭୦ ପେଟ୍ରୋଲ ପମ୍ପ ଠକିଛନ୍ତି; ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ୩୭୦ ପେଟ୍ରୋଲ ପମ୍ପ ଠକିଛନ୍ତି। ବୁଧବାର ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି…
ମାହାଙ୍ଗା ଡବଲ ମର୍ଡର ଘଟଣା; ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
କଟକ (ଆମ ଟିଭି): ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ଶୁଣାଣି ହୋଇଛି । ଏହି ଘଟଣାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି ହୋଇଛି । ହେଲେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ…
ବଡ଼ ଖବର; ଇ-କେୱାଇସି ଯାଞ୍ଚ ପରେ ମିଳିବ ନୂଆ ରାସନ କାର୍ଡ
ଭୁବନେଶ୍ୱର (ଆମ ଟିଭି); ରାସନ କାର୍ଡକୁ ଯାଇ ଆସିଲା ବଡ଼ ଖବର। ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ବୁଧବାର ଗୃହରେ ଖାଉଟି…
ବିଧାନସଭାକୁ ମୋବାଇଲ ମନା
ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ମନା। କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏ ନେଇ ରୋକଠୋକ ଶୁଣାଇ…
ସୋସିଆଲ ମିଡିଆ ସାମ୍ବାଦିକଙ୍କ ପାଇଁ ସରକାରଙ୍କ କୌଣସି ନୀତି ନାହିଁ: ମୁଖ୍ୟମନ୍ତ୍ରୀ
ରାଜ୍ୟରେ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ନୀତି ଉପରେ ବଡ଼ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନରେ ଉତ୍ତର…
ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ‘ସିଏମ କିଷାନ’
ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା। ଏନେଇ ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ଦେଇ ଏହା କହିଛନ୍ତି କୃଷି ମନ୍ତ୍ରୀ କେ.ଭି ସିଂହଦେଓ। ଯୋଜନାରେ ବର୍ଷକୁ…
ବିଜେପି କର୍ମଶାଳାରେ ହାଇଡ୍ରାମା: ଦୁଇ ଗୋଷ୍ଠୀ ପିଟାପିଟି, ୪ ଆହତ
ରାଜନଗର (ଆମ ଟିଭି): ବିଜେପି ସଦସ୍ୟତା ଅଭିଯାନ କର୍ମଶାଳାରେ ଆଜି ତୁମୁଳକାଣ୍ଡ ଘଟିଛି। ଦୁଇଗୋଷ୍ଠୀ ମଧ୍ୟରେ ପିଟାପିଟି, ଚେୟାର ଫିଙ୍ଗା ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ…
କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗର୍ଜିଲା କଂଗ୍ରେସ
ଭୁବନେଶ୍ବର (ଆମ ଟିଭି): ମହାପ୍ରଭୁ ଜଗନ୍ନାଥଙ୍କୁ ବିଜେପି ସରକାର ଓ ଏହାର ନେତାମାନେ ଅପମାନିତ କରିଆସୁଛନ୍ତି। ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ସରକାରକୁ ଆସିଥିବା ବିଜେପି ସରକାର କ୍ଷମତା…
‘ଭାରତ କା ଅମୃତ କଳସ’ରେ ଚମକିଲେ ଓଡ଼ିଆ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା, ଦ୍ୱିତୀୟ ରନର୍ସ ଅପ ହୋଇ ରାଜ୍ୟ…
ଭୁବନେଶ୍ୱର (ଆମ ଟିଭି): ପୁଣି ଚମକିଲେ ଓଡ଼ିଆ ଝିଅ । କମାଲ କଲେ ଓଡ଼ିଆ ଝିଅ ତଥା କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା । ଦୂରଦର୍ଶନରେ ପ୍ରସାରିତ ଭାରତର ପ୍ରଥମ ଲୋକ ସଙ୍ଗୀତ ରିଆଲିଟି ଶୋ' 'ଭାରତ…
‘ବିଜେଡି ଗାଡ଼ିର ଡ୍ରାଇଭର ସାଜିଛି କଂଗ୍ରେସ’; ବର୍ଷିଲା ବିଜେପି
ଭୁବନେଶ୍ବର (ଆମ ଟିଭି); ବିଧାନସଭାରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ନ ହେଉ, ସେ ନେଇ ବିଜେଡି ଓ କଂଗ୍ରେସ ଅପଚେଷ୍ଟା କରୁଛନ୍ତି। ଏବେ ‘ବିଜେଡି ଗାଡ଼ିର ଡ୍ରାଇଭର ସାଜିଛି କଂଗ୍ରେସ’ ବୋଲି…