Browsing Category
State
ଆଗକୁ ବଢିଲା ମୌସୁମୀ; ୨୩ ତାରିଖରୁ ମୌସୁମୀ ବର୍ଷା ସମ୍ଭାବନା
ଭୁବନେଶ୍ଵର (ଆମ ଟିଭି); ଆଗକୁ ଅଗ୍ରସର ହେଲା ମୌସୁମୀ । ଦକ୍ଷିଣ ଓଡିଶାର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେଇଛି । ମିଳିଥିବା ସୂଚନା ମୁତାବକ, ଆଜି କଳାହାଣ୍ଡି, ରାୟଗଡା, ଗଜପତିକୁ ମୌସୁମୀ…
ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା ଡିପଥେରିଆ, ବ୍ରହ୍ମପୁର ଏମକେସିଜି ମେଡିକାଲରେ ୧୦ ବର୍ଷ ବାଳକର ମୃତ୍ୟୁ
ଭୁବନେଶ୍ବର (ଆମ ଟିଭି): ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି ଡିପଥେରିଆ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୦ ବର୍ଷ ନାବାଳକର ମୃତ୍ୟୁ ହୋଇଛି । ମୃତକ କୋରାପୁଟ…
ସୁରମା ପାଢୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି; ଗୃହରେ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର (ଆମ ଟିଭି): ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେଲେ ରଣପୁର ବିଧାୟିକା ସୁରମା ପାଢୀ । ସର୍ବସମ୍ମତି କ୍ରମେ ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଏନେଇ ଘୋଷଣା…
ଓଡ଼ିଶାରେ ନୈରାଶଜନକ ପ୍ରଦର୍ଶନ ନେଇ ମତରଖିଲେ କଂଗ୍ରେସ ବିଧାୟକ କହିଲେ, ଅନେକ ସ୍ଥାନରେ ଦିଆଗଲା ବିଳମ୍ବରେ ପ୍ରାର୍ଥୀ
ଭୁବନେଶ୍ବର (ଆମ ଟିଭି): କଂଗ୍ରେସର ପ୍ରଦର୍ଶନ ନେଇ ଗଠିତ ହୋଇଛି ଫ୍ୟାକ୍ଟ ଫାଇଡିଂ ଟିମ୍ । ଏଆଇସିସିର ଦୁଇ ବରିଷ୍ଠ ନେତା ଆସିବେ ଓଡିଶା । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର…
ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ୍ ର ବିଦ୍ୟାଧନ୍ ଓଡ଼ିଶା ଛାତ୍ରବୃତ୍ତି – ୨୦୨୪
ଭୁବେନଶ୍ବର(ଆମ ଟିଭି): ବିଦ୍ୟାଧନ୍ ଛାତ୍ରବୃତ୍ତି ବାର୍ଷିକ ଆୟ ୨ ଲକ୍ଷରୁ କମ୍ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ | ଛାତ୍ରଛାତ୍ରୀମାନେ ୨୦୨୪…
‘ଉଦଣ୍ଡୀ ସୀତା’ ବଦଳାଇଦେଲା ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ଆମ ଟିଭି): ସିନେମା ‘ସୀତା’ ସଂଘର୍ଷର କାହାଣୀର ସାମ୍ବାଦିକ ସମ୍ମିଳନୀ ହିଲ ଭ୍ୟୁ କାଫେରେ ଅନୁଷ୍ଠିତ ହୋଇଯାଇଛି । ଆଜି ର ଏଇ କାର୍ଯ୍ୟକ୍ରମରେ ପ୍ରଯୋଜକ ଓ ଡିରେକ୍ଟର ଅଶ୍ୱିନ…
ରାଜଧାନୀରେ ଡ୍ରେନରେ ଭାସିଯାଇ ନାବାଳକର ମୃତ୍ୟୁ ଘଟଣା : ସ୍ଥିତି ଅନୁଧ୍ୟାନ ପରେ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ…
ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ବିଏମସି କମିସନରଙ୍କୁ ତାଗିଦ । ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ପରିବାର…
ମୁଁ ଜଣେ ପିପୁଲ୍ସ ସିଏମ୍: କାହିଁକି ଏମିତି କହିଲେ ମୋହନ ମାଝି
ବରଗଡର ଜଜ୍ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ସହାୟତା ବଣ୍ଟନରେ ଯୋଗଦେଇ ନିଜକୁ ପିପୁଲ୍ସ ସିଏମ୍ ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ…
ସରକାରୀ କର୍ମଚାରୀଙ୍କୁ ଚେତାବନୀ ଦେଲେ ମନ୍ତ୍ରୀ: ପିସି ନେଉଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର:ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଅଚାନକ ଭୁବନେଶ୍ୱରସ୍ଥିତ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ସାଧାରଣ ଲୋକ,…
ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର(ଆମ ଟିଭି): ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତକୁ ନୂଆ ଦିଗ ଦେଖାଇଥିବା ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମଙ୍ଗଳବାର…