Browsing Category

State

ହାଇକୋର୍ଟରେ ଚାଲିଛି ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସମ୍ପର୍କିତ ମାମଲାର ଶୁଣାଣି

ଭୁବନେଶ୍ୱର (ଆମ ଟିଭି): କିଛି ଦିନ ତଳେ ନବୀନ ସରକାର ଆରମ୍ଭ କରିଥିବା ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ବିରୋଧୀ ବି ଏହାକୁ ବେଶ୍ ସମାଲୋଚନା କରିଥିେଏ ।…

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା: ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ

ପୁରୀ (ଆମ ଟିଭି): ଦୀର୍ଘ ଦିନ ପରେ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ୱର(ଆମ ଟିଭି): ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ନନ୍ଦନକାନନରେ ଏକାକୀ ଓ ଜୀବନସାଥୀ ବିନା ରହିଥିବା ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ଯୋଜନା କରାଯାଇଛି । ପଦକ୍ଷେପ ସ୍ୱରୂପ…

ଏଣିକି କଏଦୀଙ୍କ ଗୋଡରେ ଲାଗିବ ଜିପିଏସ

ଭୁବନେଶ୍ୱର(ଆମ ଟିଭି): ଆଉ ଚାଲିବନି କଏଦୀଙ୍କ ଚାଲାକି । ଆଉ ପୋଲିସକୁ ଚକମା ଦେଇ ଖସିପାରିବେନି । କାରଣ ଏଣିକି କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍ । ଜେଲ୍ ଡିଜି ମନୋଜ ଛାବ୍ରା ସଂସଦୀୟ…

ପୁଣି ଜଣେ ଯୁବକଙ୍କୁ ଟାଣିନେଲା କୁମ୍ଭୀର

ଭୁବନେଶ୍ୱର(ଆମ ଟିଭି): ପୁଣି କୁମ୍ଭୀରର ଆତଙ୍କ ଦେଖିବାକୁ ମିଳିଛି । ପୁଣି ଜଣେ ଯୁବକଙ୍କୁ ପାଣି ଭିତରକୁ ଟାଣି ନେଇଛି । ବ୍ରାହ୍ମଣୀ ନଦୀକୁ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି । ନଦୀ କୂଳରେ…

ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର(ଆମ ଟିଭି): ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସେଥିପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,୨ରୁ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ନିଅଣ୍ଟିଆ ବର୍ଷାର ପ୍ରଭାବ ଜାରି ରହିଛି। ନିଷ୍କ୍ରିୟ ମୌସୁମୀ ଯୋଗୁଁ ତାତି ବଢ଼଼ିବା ସହିତ ଗରମ ଗୁଳୁଗୁଳି ଲାଗି ରହିଛି। ବର୍ଷା ଅଭାବରୁ…

ଉତକେଲାକୁ ଆରମ୍ଭ ହେଲା ବିମାନସେବା

କଳାହାଣ୍ଡି:  କଳାହାଣ୍ଡିବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ଏବେ ଉଡ଼ାଣ ଭରିବାର ସ୍ବପ୍ନ ହେଲା ସାକାର । ଆଜିଠୁ ଉତକେଲାକୁ ଆରମ୍ଭ ହେଲା ବିମାନସେବା । ଭର୍ଚୁଆଲ ମୋଡରେ…

ଜୁପିଟର୍ ପବ୍ଲିକ୍ ସ୍କୁଲର ଛାତ୍ରୀମାନେ ରକ୍ଷାବନ୍ଧନ ଉତ୍ସବ ପାଳନ କଲେ ସିଆରପିଏଫ୍ ଯବାନ ଏବଂ ପୋଲିସ୍ ସହିତ

ଭୁବନେଶ୍ୱର :ଗଙ୍ଗାପଡାସ୍ଥିତ ଜୁପିଟର୍ ପବ୍ଲିକ୍ ସ୍କୁଲର ଛାତ୍ରୀମାନେ ରକ୍ଷାବନ୍ଧନ ଉତ୍ସବ ପାଳନ କଲେ ସିଆରପିଏଫ୍ ଯବାନ ଏବଂ ପୋଲିସଙ୍କ ହାତରେ ରାକ୍ଷୀ ବାନ୍ଧି ଏହି ଉତ୍ସବ ପାଳନ କରିଥିଲେ।…

ବଢ଼ିଲା ସୌରିନ ଭଟ୍ଟଙ୍କ ଅଡ଼ୁଆ

କଟକ : ବଢିଛି କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ସୌରିନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଦେଲେ ହାଇକୋର୍ଟ । ମାମଲାର ତଦନ୍ତରେ…