Browsing Category
State
ଆଜି ସନ୍ଧ୍ୟାରେ ଭୀଷଣ ରୂପ ନେବ ବାତ୍ୟା
ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାମୁଦ୍ରିକ ଝଡ଼ ‘ତେଜ୍’ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏନେଇ ଆଇଏମଡି…
ଆଜି ଶକ୍ତିପୀଠରେ ମା’ଙ୍କ ଅଷ୍ଟମୀ, ମଣ୍ଡପେ ସପ୍ତମୀ ପୂଜା
ଭୁବନେଶ୍ୱର (ଆମ ଟିଭି): ଦଶହରା ଓ ଦୁର୍ଗାପୂଜାକୁ ନେଇ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ । ଏହାରି ଭିତରେ ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା…
ଆସନ୍ତା ରଥଯାତ୍ରା ସମୟରେ ଖୋଲିବ ରତ୍ନଭଣ୍ଡାର
ପୁରୀ (ଆମ ଟିଭି): ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବ।ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ।ରତ୍ନଭଣ୍ଡାରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ…
ଦଶହରା ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିଲା ଖୁସି ଖବର। ଦଶହରା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହଙ୍ଗା ଭତ୍ତା ବଢାଇଛନ୍ତି । ସେମାନଙ୍କ ମହଙ୍ଗା…
ନଭେମ୍ବର ୨୭ରୁ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା
କଟକ(ଆମ ଟିଭି): ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା ଆସନ୍ତା ନଭେମ୍ବର୨୭ ତାରିଖରୁ ଆରମ୍ଭ ହୋଇ।ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ। ମହାନଦୀ ପଠାର ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା…
ଫିକା ପଡ଼ିବ ଦଶହରା: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ
ଭୁବନେଶ୍ୱର (ଆମ ଟିଭି): ଏଥର ଫିକା ପଡ଼ିବ ଦଶହରା । କାରଣ ଦଶହରାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ୨୩ ବେଳକୁ…
ରାଜ୍ୟରେ ଗଡ଼ୁନି ଘରୋଇ ବସ୍: ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର(ଆମ ଟିଭି): ଶେଷରେ ଦାବି ପୂରଣ କରିବାର ସରକାର ବିଫଳ ହେଲେ । ଆଜି ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିଛନ୍ତି ମସ୍ ମାଲିକ ସଂଘ । ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଜିଦରେ ଅଟଳ ରହିଛନ୍ତି…
ସୃଷ୍ଟି ହେଲା ବଙ୍ଗୋପସାଗରେ ଲଘୁଚାପ
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହି ଲଘୁଚାପ କ୍ଷେତ୍ରଟି ୨୩ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ…
ଦଶହରାରେ ଉପକୂଳରେ ହାଲୁକା ବର୍ଷା
ଭୁବନେଶ୍ୱର(ଆମ ଟିଭି): ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୧ ତାରିଖ ସକାଳେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ…
ଖୁସି ଖବର: ଭୁବନେଶ୍ୱରରେ ହେବ ନାର୍କୋ ଟେଷ୍ଟ
ଭୁବନେଶ୍ୱର(ଆମ ଟିଭି): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଏଣିକି ଓଡ଼ିଶାରେ ହେବ ନାର୍କୋ ଟେଷ୍ଟ । ସେଥିପାଇଁ ଲ୍ୟାବ୍ ତିଆରି ହେବାକୁ ଯାଉଛି । କ୍ୟାପିଟାଲ ହସ୍ପିଟାଲ ପରିସରରେ ହୋଇପାରେ…