Browsing Category
State
ଏଥର ଭିଜିବ ଦଶହରାରେ ଓଡିଶା
ଭୁବନେଶ୍ୱର : ବର୍ଷାରେ ଭିଜିପାରେ ଦଶହରା । ଚଳିତ ମାସ ଚତୁର୍ଥ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦି ଏହି ଲଘୁଚାପ ଓଡ଼ିଶା ଉପକୂଳ ମୁହାଁ ହୁଏ…
ଆରପାରିରେ ପ୍ରଥମ ଓଡ଼ିଆ ମହିଳା ଗୀତିକାର ବିନୋଦିନୀ ଦେବୀ
ଭୁବନେଶ୍ୱର (ଆମ ଟିଭି): ଆରପାରିରେ ପ୍ରଥମ ଓଡ଼ିଆ ମହିଳା ଗୀତିକାର ବିନୋଦିନୀ ଦେବୀ। ୮୪ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ବିନୋଦିନୀ। ଓଡିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ଥିଲେ…
ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାକୁ ଦାବି
ପୁରୀ(ଆମ ଟିଭି): ଆଜି ପୁରୀରେ କଂଗ୍ରେସ ଜୋରଦାର ପ୍ରତିବାଦ କରୁଛି । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା…
ଡରାଇଲାଣି ସୁନା ଦର
ସୁନା ଦର ଉପରେ ପଡିଛି ଯୁଦ୍ଧର ପ୍ରଭାବ। ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯାଗୁ ଲଗାତର ବଢି ଚାଲିଛି ସୁନା ଦର। ଏବେ ସୁନାରେ ହାତ ମାରିବା ମୁସକିଲ ହୋଇପଡିଛି। ନବରାତ୍ରି ପୂର୍ବରୁ ଗୋଟିଏ…
ପୁରୀରେ ଗର୍ଜିଲା କଂଗ୍ରେସ
କୋଭିଡ୍ ବେଳେ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ଥିଲା। କୋଭିଡ୍ ପରେ ଏବେ କାହିଁକି ଦ୍ୱାର ବନ୍ଦ ରହିଛି? କାର୍ତ୍ତିକମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ। ଏଥିସହ ରତ୍ନଭଣ୍ଡାର…
ପରଲୋକରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ
ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ…
୭୮ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର (ଆମ ଟିଭି): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ୭୮ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏଥର ବି…
ବର୍ଷାରେ ଭିଜିବ ଦଶହରା!
ଭୁବନେଶ୍ୱର (ଆମ ଟିଭି): ଦଶହରା ପାଇଁ ସବୁଠି ଉତ୍ସବମୁଖର ପରିବେଶ । ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଏହାରି ଭିତରେ ଏକ ଖବର ମିଳିଛି ଯେ, ବର୍ଷାରେ ଭିଜିପାରେ ଦଶହରା । ଦଶହରା ବେଳକୁ…
ଆଜିଠାରୁ ମା ଙ୍କ ପାଖରେ ନବରାତ୍ର ପୂଜା
ଭୁବନେଶ୍ବର: ଆଉ ଦିନ କେଇଟାକୁ ଅପେକ୍ଷା । ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଆଜିଠୁ ଶକ୍ତିପୀଠରେ ଆରମ୍ଭ ହେଉଛି ନବରାତ୍ର ପୂଜା । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ ।…
ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ସମଲେଶ୍ୱରୀ
ସମ୍ବଲପୁର(ଆମ ଟିଭି): ଆଜି ପବିତ୍ର ମହାଳୟା । ଏହି ଅବସରରେ ମା’ ସମଲେଶ୍ୱରୀଙ୍କ ସ୍ୱତନ୍ତ୍ର ବେଶ ହୋଇଛି । ଆଜି ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ହୋଇଛି । ପବିତ୍ର ମହାଳୟା ଅବସରରେ ମାଦ…