Browsing Category
State
ପୁଣି ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଜୟନାରାୟଣ ମିଶ୍ର
ଭୁବନେଶ୍ୱର (ଆମ ଟିଭି): ପୁଣି ସାମ୍ନାକୁ ଆସିଲେ, ଆଉ ବର୍ଷିଲେ । ଗତ କିଛି ଦିନ ଧରି ଗଣମାଧ୍ୟମ ଓ ରାଜନୀତିରୁ ଦୂରେଇ ରହିଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ଥରେ ଗଣମାଧ୍ୟମ…
ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର
ଭୁବନେଶ୍ୱର (ଆମ ଟିଭି): ଗତ ୩ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ରାଜଧାନୀରେ ସ୍ଥିତି ବେହାଲ ହୋଇଛି । ମାତ୍ର କିଛି ଘଂଟାର ବର୍ଷାରେ ରାଜଧାନୀର ଅନେକ ସ୍ଥାନ…
ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ
ସମ୍ବଲପୁର(ଆମ ଟିଭି): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ସେପ୍ଟେମ୍ବର ୨୦ରେ ଲଗ୍ନ ଧାର୍ୟ୍ୟ ହୋଇଛି । ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ଲଗ୍ନ ।…
ସେପ୍ଟେମ୍ବର ୧୦କୁ ଵିଶ୍ବ ଆତ୍ମହତ୍ୟା ନିବାରଣ ଦିବସ ଘୋଷଣା – WHO
ଭୁବନେଶ୍ୱର :WHO,10 ସେପ୍ଟେମ୍ବର କୁ ଆତ୍ମହତ୍ୟା ନିବାରଣ ଦିବସ ରୂପେ ଘୋଷଣା କରିଛନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଆତ୍ମହତ୍ୟାର ସଚେତନତା ବାଣ୍ଟିବା ଏବଂ ଏକାଠି ମିଶି ଆତ୍ମହତ୍ୟା ଉଦ୍ୟମ…
କଂଗ୍ରେସରୁ ଲଢିବେନି ସୁରଙ୍କ ପୁଅ ମନ୍ମଥ
ଭୁବନେଶ୍ୱର: କଂଗ୍ରେସରୁ ଲଢିବେନି କଂଗ୍ରେସ ବିଧାୟକ ସୁରରାଉତରାୟଙ୍କ ପୁଅ । ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢିବେନି ବୋଲି ସୂଚନା ରହିଛି । କେଉଁ ଦଳରୁ ଲଢିବେ,…
ଲଘୁଚାପ ବର୍ଷା: ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଏହାର ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବା ବୋଲି ସୂଚନା ରହିଛି । ଆଜି ଓ ଆସନ୍ତାକାଲି…
ଜନ୍ମାଷ୍ଟମୀ;ଆଜି ସ୍ୱତନ୍ତ୍ର ନୀତିକାନ୍ତି ଶ୍ରୀମନ୍ଦିରରେ
ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ । ଏହି ତିଥିରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ…
ଜି-୨୦ ସମ୍ମିଳନୀରେ ଯୋଗଦେବେ ସୁବାସା
ବାରିପଦା: ଓଡ଼ିଶାର ମିଲେଟ୍ ମିଶନର ସଫଳତା ବଖଣିବା ପାଇଁ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ମୟୂରଭଞ୍ଜ ଜିଲ୍ଲାର ସଫଳ ମହିଳା ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଚୟନ ହୋଇଛନ୍ତି।…
ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି
କଟକ: ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି। ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଆଜି ଶପଥ ନେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଉଭୟଙ୍କୁ ଶପଥ ପାଠ…
ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଏହାରି ଭିତରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗତକାଲିର ଘୂଣ୍ଣିବଳୟ ସକ୍ରିୟ ରହିଛି ।…