Browsing Category

State

ବାହାନଗା ରେଳ ଦୁର୍ଘଟଣା: ୩ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା (ଆମ ଟିଭି): ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ସିବିଆଇ ତାର ତଦନ୍ତ ଜାରି ରଖିଛି । ୧୦ ଜଣିଆ ସିବିଆଇ ଦଳ…

ନୂଆ ରୂପ ପାଇବ ରକ୍ତତୀର୍ଥ ଇରମ

ଭଦ୍ରକ (ଆମ ଟିଭି): ନୂଆ ରୂପ ପାଇବ ରକ୍ତତୀର୍ଥ ଇରମ । ବଦଳିଯିବ ଏହାର ନକ୍ସା । ବିକଶିତ ହେବ, ବିଶ୍ବବିଦିତ ହେବ ଇରମ ଇତିହାସ । ଏଥିପାଇଁ ଶୀଘ୍ର ପ୍ଲାନ୍ ପ୍ରସ୍ତୁତ କରି ଦେଲେ ୭ ଦିନରେ…

ଟ୍ରେନ ଟ୍ରାଜେଡି; ଆକ୍ସନ ମୋଡରେ ସିବିଆଇ

ବାଲେଶ୍ଵର : ବାହାନଗା ଟ୍ରେନ ଦୁର୍ଘଟଣାରେ ୩ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ରେଲୱେର୨ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନା…

ବିଜୁଳି କଟକୁ ନେଇ ଶକ୍ତି ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର:  ଗତ କିଛି ଦିନ ହେଲାଣି ଅସହ୍ୟ ତାତି ରାଜ୍ୟବାସୀଙ୍କୁ କଲବଲ କରୁଛି। ଏପରି ସମୟରେ ବାରମ୍ବାର ପାୱାର କଟ୍‌ ହେବା ଯୋଗୁ ଲୋକେ ଗରମରେ ଛଟପଟ୍ ହେଉଛନ୍ତି। ଏହିପରି ସମୟରେ ଶକ୍ତି…

ଆହୁରି ଦୁଇ ଦିନ ତାତି, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର :  ରାଜ୍ୟବାସୀଙ୍କୁ ଆହୁରି ୨ ଦିନ କଲବଲ କରିବ ତାତି। ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ହିଟ୍ ୱେଭ୍ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

୧୯୯୪ ବ୍ୟାଚ୍ ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବନ୍ଧୁ ମିଳନ

ଭୁବନେଶ୍ୱର: ରବିବାର ଦିନ ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ୧୯୯୪ ବ୍ୟାଚ୍‌ର ଏକ ବନ୍ଧୁମିଳନ ଭୁବନେଶ୍ବରସ୍ଥ ଜୟଦେବ ବାଟିକାଠାରେ ଅନୁଷ୍ଠିତ…

ରଜରେ କଲବଲ କରିବ ତାତି

ଭୁବନେଶ୍ୱର : ରଜ ପାଖେଇ ଆସୁଥିବା ବେଳେ ମୌସୁମୀ ବାୟୁ ଓଡ଼ିଶା ଆସି ନାହିଁ। ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା ବେଳେ ପୂରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଛି। ଏଭଳି ସ୍ଥିତିରେ ଆଜି…

ପରଲୋକରେ ଲୋକପ୍ରିୟ ବଲିଉଡ ଅଭିନେତା ମଙ୍ଗଲ ଧୀଲନ

ମୁମ୍ବାଇ (ଆମ ଟିଭି): ବଲିଉଡରୁ ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ଲୋକପ୍ରିୟ ବଲିଉଡ୍ ଅଭିନେତା ମଙ୍ଗଲ ଧୀଲନଙ୍କର ବିୟୋଗ ହୋଇଛି । କ୍ୟାନ୍ସରରେ ପୀଡିତ ହୋଇ ଲୁଧିଆନା ହସ୍ପିଟାଲରେ…

କେବେ ଓଡ଼ିଶା ଛୁଇଁବ ମୌସୁମୀ ?

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର କେରଳକୁ ଛୁଇଁବା ସହ କର୍ଣ୍ଣାଟକ ଓ ତାମିଲନାଡ଼ୁର କିଛି ଅଂଶରେ ପହଞ୍ଚିଛି । ଏହା ସହିତ ଉତ୍ତର-ପୂର୍ବ ଭାରତର କିଛି ଅଂଶକୁ ଛୁଇଁଛି । ଆଗାମୀ…

ବହାନଗାରେ ଆଉ ଅଟକିବନି ଟ୍ରେନ

ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ। ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ଏଠାରେ କୌଣସି ଟ୍ରେନ୍ ରହିବ ନାହିଁ ବୋଲି କହିଛନ୍ତି ଦକ୍ଷିଣ ପୂର୍ବ ରେଳପଥର…