Browsing Category
State
ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ, ଇଷ୍ଟଦେବୀଙ୍କ ପାଖରେ ଲାଗିହେବ ନବାର୍ଣ୍ଣ ଭୋଗ
ଭୁବନେଶ୍ୱର(ଆମ ଟିଭି): ଆଜି ପଶ୍ଚିମ ଓଡିଶାର ଆଜି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ପଲ୍ଲୀଠୁ ଆରମ୍ଭ କରି ସହର ଯାଏଁ ସବୁଠି ଚଳଚଞ୍ଚଳ । ନିଜ ଇଷ୍ଟଦେବୀଙ୍କ ପାଖରେ ନବାର୍ଣ୍ଣ…
ନୂଆଦିଲ୍ଲୀରେ ଆୟୋଜିତ ମେକ ଇନ ଓଡ଼ିଶା କନକ୍ଲେଭ, ରାଷ୍ଟ୍ରଦୂତ ଓ ଶିଳ୍ପପତିମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ(ଆମ ଟିଭି): ବୁଧବାରଦିନ ନୂଆଦିଲ୍ଲୀରେ ୩୦ଟି ଦେଶର ରାଷ୍ଟ୍ରଦୂତ ଓ ବିଭିନ୍ନ ଶିଳ୍ପକ୍ଷେତ୍ରର ୫୦ରୁ ଅଧିକ ପ୍ରତିନିଧିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ପୂର୍ବତନ ବିଚାରପତି ଜଷ୍ଟିସ୍ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ
ଭୁବନେଶ୍ୱର (ଆମ ଟିଭି): ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫…
ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର (ଆମ ଟିଭି): ଆଜି ଠୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ଅନ୍ୟ ଦେଶର ପୁଞ୍ଜିନିବେଶକଙ୍କ ସହ କଥା ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ…
ଆସନ୍ତା ୩ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ବର (ଆମ ଟିଭି): ଓଡ଼ିଶାରେ ଧୀରେ ଧୀରେ ଦୁର୍ବଳ ହେଉଛି ମୌସୁମୀ ପ୍ରବାହ । ଏହାଫଳରେ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । କିନ୍ତୁ ,ହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର । ଆସନ୍ତା ୩…
GST କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୟ କୁମାର ସିଂହ
ଭୁବନେଶ୍ୱର (ଆମ ଟିଭି): ନୂଆ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୟ କୁମାର ସିଂହ । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ବାଣିଜ୍ୟ କର ତଥା ଜି.ଏସ୍.ଟି କମିଶନର ଭାବେ…
ନୂଆଁଖାଇ ଚାଷୀଙ୍କୁ କାଳିଆ ଭେଟି, ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨ ହଜାର
ଭୁବନେଶ୍ବର(ଆମ ଟିଭି): ନୂଆଁଖାଇ ଚାଷୀଙ୍କୁ କାଳିଆ ଭେଟି । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ଚାଷୀଙ୍କ…
୨ ହଜାର ୫ କୋଟି ୮୯ ଲକ୍ଷର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୨ ହଜାର ୫ କୋଟି ୮୯ ଲକ୍ଷର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଏହି ମଞ୍ଜୁରୀ ପ୍ରଦାନ କରିଛି ।…
ରାଜଧାନୀ ଅଳିଆ ବିବାଦ: ୨ରୁ ୩ ଦିନ ମଧ୍ୟରେ ସମସ୍ୟା ସମାଧାନ ହୋଇଯିବ କହିଲେ ମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ଅଳିଆ ବିବାଦ । କେଉଁଠି ପଡ଼ିବ ରାଜଧାନୀ ଅଳିଆ । ସେହି ଅଳିଆକୁ ନେଇ ଉପୁଜିଛି ବିବାଦ । ସହରରୁ ବାହାରୁଥିବା ଦେନନ୍ଦିନ ଅଳିଆକୁ ନେଇ ହୋଇଛି ଏହି ବିବାଦ ।…
ଏଥର ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
କଟକ(ଆମ ଟିଭି): ଏଥର ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ବିକୃତ ଗଣେଶ ମୂର୍ତ୍ତି ନିର୍ମାଣକୁ ନେଇ ହାଇକୋର୍ଟଙ୍କ ନିର୍ଦେଶ ପରେ କଟକ ଡିସିପି ପିନାକ…