Browsing Category
State
ଆଜିଠୁ ଖରାଛୁଟି, ରାଜ୍ୟର ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ
ଭୁବନେଶ୍ୱର(ଆମ ଟିଭି): ସ୍କୁଲ ଓ ଗଣଶିକ୍ଷା ବିଭାଗର ଛୁଟି ମୁତାବକ ଆଜିଠୁ ରାଜ୍ୟର ସମସ୍ତ ବିଦ୍ୟଳୟରେ ଖରାଛୁଟି। ବନ୍ଦ ରହିବ ରାଜ୍ୟର ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ…
ଆଜିଠୁ ଦୁଗ୍ଧ ଚାଷୀମାନେ ଛେନା, ପନିର ପାଇଁ ଅଧିକ ଦର ପାଇବେ
ଭୁବନେଶ୍ୱର(ଆମ ଟିଭି ): ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ହୋଟେଲ ଭେନସ ଇନରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ନିଷ୍ପତ୍ତି ଅନୁସାରେ ଯେହେତୁ ସରକାର ଦୁଗ୍ଧ…
ପ୍ରଭୁ ଲିଙ୍ଗରାଜଙ୍କୁ ଉପାସରେ ରଖିଦେଲେ ୩୪ ଘଣ୍ଟା
ଭୁବନେଶ୍ୱର (ଆମ ଟିଭି): ୩୪ ଘଣ୍ଟା ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ। ସେବାୟତ ଓ ପ୍ରଶାସନର ମନମାନି ପାଇଁ ମହାପ୍ରଭୁ ଦୀର୍ଘ ଦୁଇ ଦିନ ନିଟୋଳ ଉପବାସ ରହିଲେ। ଶେଷରେ ସେବାୟତ ଓ ପ୍ରଶାସନ…
ଦୀର୍ଘସମୟର ବୈଠକ ପରେ ବି ବାହାରି ପାରୁନି ନିଷ୍କର୍ସ, ଅନିଶ୍ଚିତତାରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ବିବାହ
ଭୁବନେଶ୍ୱର(ଆମ ଟିଭି): ଦୀର୍ଘସମୟ ପ୍ରଶାସନ-ସେବାୟତ ମଧ୍ୟରେ ବୈଠକ ପରେ ବି ବାହାରି ପାରୁନି ନିଷ୍କର୍ସ । ଅନିଶ୍ଚିତତାରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ବିବାହ । ଗତକାଲି…
ରଥଯାତ୍ରା ସୁରୁଖୁରୁରେ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଲେ ସେବାୟତ
ଭୁବନେଶ୍ୱର (ଆମ ଟିଭି): ଶ୍ରୀମନ୍ଦିର ଐତିହ କରିଡର ନିର୍ମାଣ କାମ ବନ୍ଦ ପାଇଁ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ପରେ ଶୁକ୍ରବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ…
ଚଳିତ ମାସ ଶେଷ ସପ୍ତାହରେ ବାହାରିବ ମାଟ୍ରିକ ଫଳ
ଭୁବନେଶ୍ୱର(ଆମ ଟିଭି୍): ଚଳିତ ମାସ ଶେଷ ସପ୍ତାହରେ ବାହାରିବ ମାଟ୍ରିକ ଫଳ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମାଟ୍ରିକ ଖାତା ଦେଖା ଶେଷ ହୋଇଛି, ରେଜଲ୍ଟ ନେଇ…
ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ସଞ୍ଜୟ କୁମାର ମିଶ୍ର
କଟକ (ଆମ ଟିଭି): ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ…
ପ୍ରଶାସନ ଓ ସେବାୟତଙ୍କ ମନମାନି, ହୋଇପାରିଲାନି ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ
ଭୁବନେଶ୍ୱର(ଆମ ଟିଭି): ଉତ୍କଳ ପ୍ରଦେଶର ଆରାଧ୍ୟ ବେବତା ଏକାମ୍ର କ୍ଷେତ୍ରର ମହାପ୍ରଭୁ ଲିଙ୍ଗରାଜ । ଶୁକ୍ରବାର ଥିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଅଦ୍ୟ ପର୍ବ ମଙ୍ଗଳକୃତ୍ୟ ବା…
ଗିପ୍ଟକୁ ଶ୍ରେଷ୍ଠ ଅଗ୍ରଣୀ ଘରୋଇ ବୈଷୟିକ ମହାବିଦ୍ୟାଳୟର ପୁରସ୍କାର
ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍) : ଗିଫ୍ଟକୁ ମିଳିଛି ଶ୍ରେଷ୍ଠ ଅଗ୍ରଣୀ ଘରୋଇ ବୈଷୟିକ ମହାବିଦ୍ୟାଳୟ ପୁରଷ୍କାର । ନ୍ୟୁଜ୍ ୧୮ ଓଡ଼ିଆ ତରଫରୁ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ…
ସାରଳା ମନ୍ଦିରର ହେବ ଉନ୍ନତିକରଣ, ୪୨ କୋଟିର ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାର ପ୍ରାଚୀନ ଶକ୍ତିପୀଠ ସାରଳା ମନ୍ଦିରର ହେବ ଉନ୍ନତିକରଣ। ଏନେଇ ୪୨ କୋଟିର ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଝଙ୍କଡ ପୀଠର ଉନ୍ନତି ପାଇଁ…