ସମ୍ବଲପୁରରୁ ହଟିଲା କର୍ଫ୍ୟୁ

0

ସମ୍ବଲପୁର (ଆମ ଟିଭି): ସମ୍ବଲପୁରରେ ହିଂସା ପରେ ସେଠାରେ ଲାଗିଥିଲା କର୍ଫ୍ୟୁ । ଏହାରି ଭିତରେ ଆଜି ସମ୍ବଲପୁରର ଥାନା ଅଞ୍ଚଳରୁ ହଟିଯାଇଛି କର୍ଫ୍ୟୁ । ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁକୁ ହଟାଇ ଦିଆଯାଇଛି ।

ଅଇଁଠାପାଲି, କ୍ଷେତରାଜପୁର, ବରେଇପାଲି ଓ ସଦର ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଛି । କର୍ଫ୍ୟୁ ହଟିବା ନେଇ ଏସପି ସୂଚନା ଦେଇଛନ୍ତି । ହିଂସା ପରେ ପ୍ରଶାସନ କର୍ଫ୍ୟୁ ଲାଗୁ କରିଥିଲା ।

Leave A Reply

Your email address will not be published.