ଦେବଜିତ୍ ସାଇକିଆ ହେଲେ ବିସିସିଆଇର ନୂଆ ସମ୍ପାଦକ ; ଆସାମର ପୂର୍ବତନ କ୍ରିକେଟର ଦେବଜିତ୍

0

ନୂଆଦିଲ୍ଲୀ (ଆମ ଟିଭି): ଦେବଜିତ୍  ସାଇକିଆ ହେଲେ ବିସିସିଆଇ ନୂଆ ସମ୍ପାଦକ । ଆସାମର କ୍ରିକେଟର ଦେବଜିତଙ୍କୁ ନିଯୁକ୍ତି ଦେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ  ଦେବଜିତଙ୍କୁ ଏହି ଦାୟିତ୍ବ ଦିଆଯାଇଛି।

ଦେବଜିତ୍ ସାଇକିଆ ଜଣେ ଓକିଲ, ପୂର୍ବତନ କ୍ରିକେଟର ଏବଂ କ୍ରିକେଟ ସମୀକ୍ଷକ ମଧ୍ୟ । ଦେବଜିତ୍ ସାଇକିଆ ବିସିସିଆଇର ସଚିବ (ଅନ୍ତରୀଣ) ଅଛନ୍ତି । ସେ ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଯୁଗ୍ମ ସଚିବ ପଦରେ କାର୍ୟ୍ୟ କରୁଛନ୍ତି।

 

Leave A Reply

Your email address will not be published.