ରାମେଶ୍ୱରମ କାଫେରେ ବିସ୍ଫୋରନ୍

0

ବେଙ୍ଗାଲୁରୁର ହ୍ୱାଇଟ୍‌ଫିଲ୍‌ଡରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ କାଫେର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣେ ଗ୍ରାହକ ବୋଲି ଜଣାପଡ଼ିଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏକ ବ୍ୟାଗରେ ଥିବା କିଛି ଜିନିଷରୁ ଏହି ବିସ୍ଫୋରଣ ଘଟିଥିଲା। ହ୍ୱାଇଟ୍‌ଫିଲ୍‌ଡ ଡିସିପି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ରାମେଶ୍ୱରମ କାଫେ ବେଙ୍ଗାଲୁରୁରେ ବେଶ୍ ପ୍ରସିଦ୍ଧ। ଏଠାରେ ଭଲ ଖାଇବା ମିଳେ।

Leave A Reply

Your email address will not be published.