ଗିପ୍ଟକୁ ଶ୍ରେଷ୍ଠ ଅଗ୍ରଣୀ ଘରୋଇ ବୈଷୟିକ ମହାବିଦ୍ୟାଳୟର ପୁରସ୍କାର
ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍) : ଗିଫ୍ଟକୁ ମିଳିଛି ଶ୍ରେଷ୍ଠ ଅଗ୍ରଣୀ ଘରୋଇ ବୈଷୟିକ ମହାବିଦ୍ୟାଳୟ ପୁରଷ୍କାର । ନ୍ୟୁଜ୍ ୧୮ ଓଡ଼ିଆ ତରଫରୁ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷାନୁଷ୍ଠାନମାନଙ୍କର ଉତ୍କର୍ଷ ଶିକ୍ଷାଦାନର ମାନଙ୍କୁ ନେଇ “ଶିକ୍ଷା ଉତ୍କର୍ଷ” -୨୦୨୨ରେ ଗିପ୍ଟକୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ଭୂବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ସିନିୟର ଏଡ଼ିଟର ଶ୍ରୀ ଦୟାନିଧୁ ଦାଶଙ୍କ ଠାରୁ ଗିପ୍ଟ ର ଅଫିସର ଇନ ଚାର୍ଜ ଇଂ ସମୀର ରଞ୍ଜନ ପଣ୍ଡା ପୁରସ୍କାର ଗ୍ରହଣ କରିଥିଲେ। ଏହିସମାରୋହରେ ଗିପ୍ଟର ଅଧ୍ୟକ୍ଷ ଡଃ. ସି.ଏଚ୍.ଭି.ଏସ୍. ପରମେଶ୍ଵର ରାଓ ଉପସ୍ଥିତ ଥିଲେ ।
ଗିପ୍ଟ ଏକ ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଭାବରେ ଓଡ଼ିଶା ତଥା ପୂର୍ବ ଭାରତର ଉତ୍କର୍ଷତା ହାସଲ କରିବା ସହିତ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ସଫଳତା ଓ ସମ୍ମାନର ଶ୍ରେୟକୁ ଗିପ୍ଟ ର ଭାଇସ୍ ଚେୟାରମ୍ୟାନ ଡଃ ପତିତପାବନ ପଣ୍ଡା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀ ଓ ସମସ୍ତ ଅଭିବାବକଙ୍କୁ ଦେଇଛନ୍ତି । ଶ୍ରେଷ୍ଠ ଅଗ୍ରଣୀ ଘରୋଇ ବୈଷୟିକ ମହାବିଦ୍ୟାଳୟର ପୁରସ୍କାର ଯାଁଳା- ଗିଫ୍ଟକୁ ମିଳିଛି ଶ୍ରେଷ୍ଠ ଅଗ୍ରଣୀ ଘରୋଇ ବୈଷୟିକ ମହାବିଦ୍ୟାଳୟ ପୁରସ୍କାର । ନ୍ୟୁଜ୍ ୧୮ ଓଡ଼ିଆ ତରଫରୁ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷାନୁଷ୍ଠାନମାନଙ୍କର ଉତ୍କର୍ଷ ଶିକ୍ଷାଦାନର ମାନଙ୍କୁ ନେଇ “ଶିକ୍ଷା ଉତ୍କଷ” -୨୦୨୨ରେ ଗିଫ୍ଲକୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ଭୂବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ସିନିୟର ଏଡ଼ିଟର ଶ୍ରୀ ଦୟାନିଧୁ ଦାଶଙ୍କ ଠାରୁ ଗିଫ୍ଟର ଓଏସ୍ ଇଂ ସମୀର ରଞ୍ଜନ ପଣ୍ଡା ପୁରସ୍କାର ଗ୍ରହଣ କରିଥିଲେ । ଏହି ସମାରୋହରେ ଗିପ୍ଟର ଅଧ୍ୟକ୍ଷ ଡଃ. ସି.ଏଚ୍.ଭି.ଏସ୍. ପରମେଶ୍ଵର ରାଓ ଉପସ୍ଥିତ ଥିଲେ ।
ଗିପ୍ଟ ଏକ ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଭାବରେ ଓଡ଼ିଶା ତଥା ପୂର୍ବ ଭାରତର ଉତ୍କର୍ଷତା ହାସଲ କରିବା ସହିତ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ସଫଳତା ଓ ସମ୍ମାନର ଶ୍ରେୟକୁ ଗିପ୍ଟର ଭାଇସ୍ ଚେୟାରମ୍ୟାନ ଡଃ ପତିତପାବନ ପଣ୍ଡା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀ ଓ ସମସ୍ତ ଅଭିବାବକଙ୍କୁ ଦେଇଛନ୍ତି ।