ଆଉ ଲଢ଼ିବି ନାହିଁ

0

ଭୁବନେଶ୍ୱର: କଂଗ୍ରେସ ବିଧାୟକ ସୁର ରାଉତରାୟ ଆଉ ନିର୍ବାଚନ ଲଢ଼ିବେନି ବୋଲି ଆଜି ପୁଣି ଦୋହରାଇଛନ୍ତି। ସେ କହିଛନ୍ତି, ୮୦ ବର୍ଷ ବୟସରେ ଆଉ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ। ମୋତେ ପିସିସି ସଭାପତି ଅନୁରୋଧ କରିଥିଲେ ମାତ୍ର ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି ତାଙ୍କୁ କହିଦେଇଛି। ମୋର ଦୁଇ ପୁଅ କଂଗ୍ରେସରୁ ହିଁ ନିର୍ବାଚନ ଲଢ଼ିବେ ବୋଲି ସୁର କହିଛନ୍ତି।

Leave A Reply

Your email address will not be published.