ରାଗିଗଲେ ଜାଡେଜାଙ୍କ ପତ୍ନୀ

0

ନୂଆଦିଲ୍ଲୀ: ରବିନ୍ଦ୍ର ଜାଡେଜା ଏବଂ ତାଙ୍କ ପିତାଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଚାଲିଛି। ଜାଡେଜାଙ୍କ ପିତା ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ସମୟରେ ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜାଙ୍କ ଏହି ଘଟଣାରେ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଜାଡେଜାଙ୍କ ବାପା କିଛି ଦିନ ପୂର୍ବରୁ ଜାଡେଜା ଏବଂ ତାଙ୍କ ପତ୍ନୀ ରିବାବାଙ୍କୁ ଦୋଷାରୋପ କରିଥିଲେ ଏବଂ କହିଥିଲେ ଯେ ବିବାହ ପରେ ଜାଡେଜାଙ୍କ ପତ୍ନୀ ତାଙ୍କୁ ପରିବାରଠାରୁ ଅଲଗା କରିଦେଇଥିଲେ।

Leave A Reply

Your email address will not be published.