କର୍ଣ୍ଣାଟକରେ ବିଜେପି ଓ ଜେଡିଏସ୍ କରିପାରନ୍ତି ମେଣ୍ଟ

0

ନୂଆଦିଲ୍ଲୀ (ଆମ ଟିଭି): ମହାରାଷ୍ଟ୍ର ପରେ ଏବେ କର୍ଣ୍ଣାଟକରେ ରାଜନୈତିକ ହାଇ ଡ୍ରାମା ଦେଖିବାକୁ ମିଳିପରେ।  ରାଜ୍ୟର ବରିଷ୍ଠ ନେତାମାନଙ୍କର ପ୍ରତିକ୍ରିୟା ଏବେ ଏଭଳି ମାହୋଲକୁ ସରଗରମ କରିଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦିୟୁରପ୍ପା ଓ ଜେଡିଏସ ମୁଖ୍ୟ ବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ଏଭଳି କିଛି ବୟାନ ଦେଇଛନ୍ତି କି ଯାହା ଭବିଷ୍ୟତରେ ଉଭୟ ଦଳ ମଧ୍ୟରେ ମେଣ୍ଟ ସମ୍ଭାବନା ଦେଖା ଦେଇଛି ।

ସମାଚାର ଏଜେନ୍ସି ଏଏନଆଇ ମୁତାବକ ୟେଦିୟୁରପ୍ପା ମଙ୍ଗଳବାର ଦିନ କହିଛନ୍ତି କି, କୁମାର ସ୍ୱାମୀ ଯାହା କହନ୍ତି ତାହା କରିଥାନ୍ତି । ଏହାସହ ସେ କୁମାରସ୍ୱାମୀଙ୍କ ବୟାନକୁ ମଧ୍ୟ ସମର୍ଥନ କରିଛନ୍ତି । ୟେଦିୟୁରପ୍ପା କହିଛନ୍ତି କି ଆଗାମୀ ଦିନରେ କର୍ଣ୍ଣାଟକରେ ବିଜେପି ଓ ଜେଡିଏସ୍ ମିଳିତ ଭାବେ ନିର୍ବାଚନ ଲଢିବେ ।

Leave A Reply

Your email address will not be published.