ମିଥୁନ ଚକ୍ରବର୍ତ୍ତୀଙ୍କୁ କଲ କରିଥିଲେ ମୋଦି, ଜାଣନ୍ତୁ କାହିଁକି

0

ମୁମାଇ : ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ପରେ ସେ କହିଛନ୍ତି, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଏବଂ ସୁସ୍ଥ ଅଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଫୋନ୍‌ କରି ଗାଳି ଦେବା କଥା ମଧ୍ୟ କହିଛନ୍ତି।

 

ସେ କହିଛନ୍ତି ମୋର ସାସ୍ଥ୍ୟ ବିଷୟରେ ପଚାରିବା ପାଇଁ ପିଏମ୍‌ ମୋଦି ରବିବାର ମୋତେ ଫୋନ କରିଥିଲେ। ସାସ୍ଥ୍ୟକୁ ନେଇ ଗାଳି କରିଥିଲେ। ପରେ ଭଲ ସେ ବୁଝାଇଥିଲେ ।

Leave A Reply

Your email address will not be published.