ଜି -୨୦ ସମ୍ମିଳନୀ ଉଦଘାଟନୀ ସମାରୋହରେ ମରକ୍କୋ ଭୂମିକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦୀ

0

ନୂଆଦିଲ୍ଲୀ,: ରାଜଧାନୀ ଦିଲ୍ଲୀରେ ଶନିବାର (ଅନୁଷ୍ଠିତ ହେବାକୁ ଥିବା ଜି -୨୦ଶିଖର ସମ୍ମିଳନୀର ପ୍ରଥମ ଦିନର ଶୁଭାରମ୍ଭ ହୋଇଛି। ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସମଗ୍ର ବିଶ୍ୱ ତରଫରୁ ମରକ୍କୋରେ ହୋଇଥିବା ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଓ ଜୀବନହାନୀକୁ ନେଇ ମୁଁ ଦୁଃଖିତଏବଂ ସେଠାକାର ଲୋକଙ୍କ ସହ ମୋର ସମବେଦନା ରହିଛି।

Leave A Reply

Your email address will not be published.