ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଡିସେମ୍ବର ୩ ପରେ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ଯୋଡା ବାତ୍ୟା । ହେଲେ ପଡିବନି ଓଡିଶା ଉପରେ ବଡ଼ ପ୍ରଭାବ । ୩୦ ରୁ ଡିସେମ୍ବର ୨ ତାରିଖ ଭିତରେ ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା । ଏବେ…

ଆଜିଠୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ; ସମ୍ବୋଧନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର (ଆମ ଟିଭି): ଆଜିଠୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବେ। ସେଥିପାଇଁ ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି…

ଆଜି ରାଷ୍ଟ୍ରପତି କିଛି ସମୟ ପାଇଁ ହେବେ ମନ୍ତ୍ରୀ, ଜାଣନ୍ତୁ କେମିତି…?

ଭୁବନେଶ୍ବର(ଆମ ଟିଭି): ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଛି ସମୟ ପାଇଁ ମନ୍ତ୍ରୀ ହେବେ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। କାରଣ ଆଜି ରାଷ୍ଟ୍ରପତି କିଛି ସମୟ…

ଜେଲରେ ଠିକ୍ ଅଛନ୍ତି ତ ଇମ୍ରାନ୍ ଖାନ୍? ପାକିସ୍ତାନରେ ମିଛ ଗୁଜବ

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପାକିସ୍ତାନରେ ଅନେକ ଗୁଜବ ପ୍ରସାରିତ ହେଉଛି। ଗୁଜବ ହେଉଛି ଯେ, ସେ ଜେଲରେ ସୁସ୍ଥ ଅନୁଭବ କରୁନାହାଁନ୍ତି । ଆଉ…

ଡିସେମ୍ବର ୧ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର, କୋଭିଡ ମହାମାରୀ ଠାରୁ ରହିଥିଲା ବନ୍ଦ

ଡିସେମ୍ବର ୧ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର । ସର୍ବସାଧାରଣଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର । କୋଭିଡ ମହାମାରୀ ଠାରୁ ବନ୍ଦ ରହିଥିଲା ଗୁଣ୍ଡିଚା ମନ୍ଦିର ।  ଗୁଣ୍ଡିଚା ମନ୍ଦିର…

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ବିଧାନସଭାରେ ସାଉଁଟିବେ ତାଙ୍କର ପୁରୁଣା ସ୍ମୃତି

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ବିଧାନସଭାରେ ଉଦବୋଧନ ଦେବେ ମହାମହିମ । ଏଥିସହ ବିଧାନସଭାରେ ତାଙ୍କର ପୁରୁଣା ସ୍ମୃତି ସାଉଁଟିବେ । ପରିବହନ ମନ୍ତ୍ରୀ ଭାବେ ସେ…

ଆଜିର ପିଲାମାନେ ହିଁ ହେବେ, ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ନିର୍ମାତା-ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବିଜ୍ଞାନ ଓ ପ୍ରଯୁକ୍ତି ମହୋତ୍ସବ ସାଇ-ଟେଡ୍‌ ୨୦୨୫ ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅଭିଭାଷଣ…

୧.୨୩ ଲକ୍ଷରେ ପହଞ୍ଚିଲା ସୁନା

ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ୧.୨୩ଲକ୍ଷ ଟଙ୍କାରେ ପହଞ୍ଚିଛି । କିଛିଦିନ ସୁନା ମୂଲ୍ୟରେ ହ୍ରାସପରେ ପୁନର୍ବାର ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍…

ପ୍ରଦୂଷଣ କରୁଥିବା ଗାଡ଼ି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଦିଲ୍ଲୀ- NCR ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର…

ବାତ୍ୟାର ଗତିପଥକୁ ନେଇ ବଡ଼ ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା, ଓଡ଼ିଶାକୁ…

ଇତିମଧ୍ୟରେ ଅବପାତର ରୂପ ନେଇସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ତେବେ ଆଣ୍ଡାମାନ ଉପରେ ଥିବା ଅବପାତ ୨୪…