NationalState ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ବିଧାନସଭାରେ ସାଉଁଟିବେ ତାଙ୍କର ପୁରୁଣା ସ୍ମୃତି By Ama Tv On Nov 26, 2025 0 Share ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ବିଧାନସଭାରେ ଉଦବୋଧନ ଦେବେ ମହାମହିମ । ଏଥିସହ ବିଧାନସଭାରେ ତାଙ୍କର ପୁରୁଣା ସ୍ମୃତି ସାଉଁଟିବେ । ପରିବହନ ମନ୍ତ୍ରୀ ଭାବେ ସେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ବିଧାନସଭାରେ ସେ ଯେଉଁ ଚାମ୍ବରରେ ବସୁଥିଲେ ସେହି ଚାମ୍ବରକୁ ସଜାଇଛନ୍ତି । 0 Share FacebookTwitterWhatsApp