୩୦୦୦ ନଡ଼ିଆ, ୧୨ ଫୁଟ ଲମ୍ବରେ ଗଣେଶ ମୂର୍ତ୍ତି

ନୂଆଦିଲ୍ଲୀ : ଗଣେଶ ପୂଜା ପାଇଁ ୧୯ ସେପ୍‌ଟେମ୍ବରରେ ସାରା ଦେଶରେ ପାଳନ କରାଯିବ । ଏଥି ପାଇଁ ମୂର୍ତ୍ତିଗୁଡ଼ିକ କାରିଗର ମାନେ ଅନ୍ତିମ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି । ଗଣେଶ ଉତ୍କଳ…

ଘନୀଭୂତ ହେଲା ଲଘୁଚାପ

ଭୁବନେଶ୍ୱର: ବୁଧବାର ସୃଷ୍ଟ ଲଘୁଚାପ ଏବେ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିବା ସହ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ।…

କିଏ ଦେବ କେତେ ଆସନରେ ପ୍ରାର୍ଥୀ, ଖୁବ ଶୀଘ୍ର ନିଷ୍ପତ୍ତି ନେବ ମେଣ୍ଟ

ନୂଆଦିଲ୍ଲୀ : ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ପ୍ରଥମ ରଣନୀତି…

ସଂସଦର ସ୍ୱତନ୍ତ୍ର ଅଧିବେଶନ, ୧୭ରେ ସର୍ବଦଳୀୟ ବୈଠକ

ଆସନ୍ତା ୧୮ରୁ ୫ ଦିନ ଧରି ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ। ଏହାର ଦିନକ ପୂର୍ବରୁ ଅର୍ଥାତ ସେପ୍ଟେମ୍ବରରେ ୧୭ରେ ସର୍ବଦଳୀୟ ବୈଠକ ବସିବ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ…

ଖୋଲିଲା ହୀରାକୁଦର ୧୦ ଗେଟ୍

(ଆମ ଟିଭି): ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ ଗେଟ । ଗତକାଲି ୨ ଗେଟ୍ ଖୋଲିଥିଲା । ବର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୭୧ଫୁଟ…

ସଂସଦର ସ୍ୱତନ୍ତ୍ର ଅଧିବେଶନ: ଏଜେଣ୍ଡା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସରକାର ଡାକିଛନ୍ତି ସଂସଦର ସ୍ୱତନ୍ତ୍ର ଅଧିବେଶନ । ଆସନ୍ତା ୧୮ ତାରିଖରୁ ଏହା ଆରମ୍ଭ ହେବାକୁ ଯାଉଛି । ଏହାରି ଭିତରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ…

କେରଳରେ ନିପା ଭାଇରସ୍ ଆତଙ୍କ: ଆଲର୍ଟରେ ସରକାର

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ବଢୁଛି ନିପା ଭାଇରସ୍ ଆତଙ୍କ । ବୁଧବାର କେରଳରେ ଆଉ ଜଣେ ନିପା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିବାରେ…

ଏସିଆ କପ୍: ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ (ଆମ ଟିଭି): ଜାରି ରହିଛି ଏସିଆ କପ୍ ଲଢେଇ । ଆଜି ହେଉଛି, ଏସିଆ କପ୍ ସୁପର ୪ ରାଉଣ୍ଡ । ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା । ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ ।…

ପଶ୍ଚିମବଙ୍ଗରେ ପୁଣି ସରକାରକୁ ଫେରିବ ବିଜେପି: ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ (ଆମ ଟିଭି): ପଶ୍ଚିମବଙ୍ଗରେ ଏଥର ସରକାର ଗଢିବାକୁ ଯାଉଛି ଭାଜପା । ଏନେଇ ଦୃଢୋକ୍ତି କରିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ…

ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ରେ ଜୀ-ସାର୍ଥକରେ ଆସୁଛି ନୂଆ ଓଡିଆ ଫିଲ୍ମ ‘କୁଳାଙ୍ଗାର ୨’*

ଭୁବନେଶ୍ୱର :ଜୀ-ସାର୍ଥକରେ ଆସୁଛି ଓଡ଼ିଶାର ସୁନାମଧନ୍ୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଓଡିଆ ଫିଲ୍ମ ‘କୁଳାଙ୍ଗାର ୨’, ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ମି ରେ । ମ୍ଯାନେଜମେଣ୍ଟରେ ଗୋଲ୍ଡ…