ଇମ୍ରାନଙ୍କୁ ଝଟକା

ନୂଆଦିଲ୍ଲୀ : ବୁଧବାର ପାକିସ୍ତାନର ଏକ ସ୍ୱତନ୍ତ୍ର ଅଦାଲତ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ସେପ୍‌ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅଦାଲତର…

ମୋ ସରକାରଙ୍କୁ ଅସ୍ଥିର କରାଉଛନ୍ତି ବିରୋଧୀ,ହେମନ୍ତ ସୋରେନ

ରାଞ୍ଚି : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ମୁଁ ଦେଶର ଏକମାତ୍ର ଆଦିବାସୀ ମୁଖ୍ୟମନ୍ତ୍ରୀ, ତେଣୁ ବିରୋଧୀମାନେ ମୋ ସରକାରକୁ ଅସ୍ଥିର…

ରାଜସ୍ଥାନର ଭରତପୁରରେ ଭୟଙ୍କର ଦୁର୍ଘଟଣା: ୧୧ ମୃତ

ନୂଆଦିଲ୍ଲୀ (ଆମ ଟିଭି): ରାଜସ୍ଥାନ ଭରତପୁରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୧ଜଣଙ୍କ ଜୀବନ ଚାଲିଯାଇଛି । ୧୨ଜଣରୁ ଅଧିକ…

ସୌମ୍ୟରଞ୍ଜନଙ୍କ ସମର୍ଥନରେ ବାହାରିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

ଭୁବନେଶ୍ୱର (ଆମ ଟିଭି): ବିଜେଡିର ଉପସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଦା ହେବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ଏହାରି ଭିତରେ ଆଜି ପୁଣି ଥରେ…

ବଢୁଛି ଜଳସ୍ତର: ଖୋଲାଯିବ ହୀରାକୁଦର ୨ଟି ଗେଟ୍

ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ସେଥିପାଇଁ ଆଜି ଅପରାହ୍ଣ ୪ଟାରେ…

ଛାତ୍ର ସଂସଦ ନିର୍ବାଚନ:ଜନସ୍ୱାର୍ଥ ମାମଲା ଦାଏର କରିବ ବିଜେପି

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଲଗାତାର ୬ଷ୍ଠ ବର୍ଷ ପାଇଁ ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ…

ମୋଦୀ ପ୍ରଶଂସା ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ ଡେନିସ ଫ୍ରାନ୍ସିସ

ଜି -20 ଶିଖର ସମ୍ମିଳନୀକୁ ଚମତ୍କାର ଭାବରେ ଆୟୋଜନ କରି ଏବଂ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା (NDLD) କୁ ସର୍ବସମ୍ମତି କ୍ରମେ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ସାରା ବିଶ୍ୱରେ…

ଜମ୍ମୁ କଶ୍ମୀର ,ଅପରେସନ ସମୟରେ ଜଣେ ଯବାନ

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର। ଜଣେ ଆତଙ୍କୀ ନିପାତ। ଅପରେସନ ସମୟରେ ଜଣେ ଯବାନ ସହିଦ ହୋଇଥିବା ସୂଚନା। ଏଥିସହ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ୬ ବର୍ଷର ସେନା କୁକୁର…

ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ଶୁଭାରମ୍ଭ

ନୂଆଦିଲ୍ଲୀ  : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ରାଜ ଭବନରୁ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ…

ମୋଦିଙ୍କୁ ପ୍ରଶଂସା କଲେ ପୁଟିନ

ଭ୍ଲାଦିଭୋଷ୍ଟୋକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ୟ୍ୟକୁ ପୁଟିନ ପ୍ରଶଂସା କରିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ…