ରାହୁଲ ଗାନ୍ଧୀଙ୍କ ଏମିତି ପରାମର୍ଶ ଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ (ଆମ ଟିଭି): ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଏବେ ଆରମ୍ଭ ହୋଇଛି ତର୍କ । ଆମେରିକାରେ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଦେଶର ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ପ୍ରତିକ୍ରିୟା…

ଆସନ୍ତାକାଲି କଟକ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା (ଆମ ଟିଭି): ପୁଣି ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମମତା ବାନାର୍ଜୀ । ଟ୍ରେନ ଦୁର୍ଘଟଣାରେ ପ୍ରଭାବିତଙ୍କୁ ସହାୟତା ରାଶି ପ୍ରଦାନ କରିବେ ଦିଦି । ବୁଧବାର ଟ୍ୱିନ ସିଟି ଗସ୍ତ…

ବିଳମ୍ବରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ (ଆମ ଟିଭି): ମୌସୁମୀକୁ ନେଇ ଆସିଲା ବଡ଼ ଖବର । ବିଳମ୍ବରେ କେରଳ ଛୁଇଁବ ମୌସୁମୀ ବାୟୁ। ଆରବସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ବିଳମ୍ବରେ ଆସିବ ମୌସୁମୀ। ଆରବ…

ଓଡ଼ିଶାରେ ପୁଣି ଏକ ଟ୍ରେନ୍ ଲାଇନଚ୍ୟୁତ

ଭୁବନେଶ୍ୱର(ଆମ ଟିଭି): ଓଡିଶାର ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଆଉ ଏକ ଦୁର୍ଘଟଣା ଘଟିଛି। ଏକ ଘରୋଇ କମ୍ପାନୀର ମାଲବାହୀ ଟ୍ରେନର ୫ଟି ବଗି ଟ୍ରାକରୁ ଖସିଯାଇଛି । ବରଗଡ଼ରେ ଏଭଳି…

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ଆମ ଟିଭି): ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ବର୍ତ୍ତମାନ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । କ'ଣ ପାଇଁ ଦୁର୍ଘଟଣା ହେଲା, ତାହା ଏବେ ସବୁଠି ଚର୍ଚ୍ଚା ।…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୧୭୦ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି: ପ୍ରଦୀପ ଜେନା

ଭୁବନେଶ୍ୱର(ଆମ ଟିଭି): ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କର ଜୀବନ ଯାଇଛି । ଅନେକ ଲୋକ ବେସାହାରା ହୋଇଛନ୍ତି । ଏହାରି ଭିତରେ ମୃତ ଦେହକୁ ଚିହ୍ନଟ କରିବାରେ ସମସ୍ୟା…

ଭାରତ ପ୍ରତି ସମଗ୍ର ବିଶ୍ବ ସହାନୁଭୂତି ଦେଖାଇଛି:  ଜୟଶଙ୍କର

ନୂଆଦିଲ୍ଲୀ: ଭାରତରେ ଗୋଟାଏ ହୃଦୟବିଦାରକ ଦୁର୍ଘଟଣା ଘଟିଲା ଏବଂ ସମଗ୍ର ବିଶ୍ବ ଭାରତ ପ୍ରତି ସହାନୁଭୂତି ପ୍ରଦର୍ଶନ କଲା ବୋଲି ରବିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.…

ମନୀଷ ସିସୋଦିଆଙ୍କୁ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଝଟକା ମିଳିଛି । ତାଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରୁ ସପ୍ତାହ…

ଶାହାଙ୍କୁ ଭେଟିଲେ କୁଷ୍ଟିଯୋଧ୍ୟା

ନୂଆଦିଲ୍ଲୀ :ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଗିରଫ ଦାବିରେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଭାରତୀୟ କୁସ୍ତି ମହାସଂଘର ରେସଲରମାନେ ଗୃହ ମନ୍ତ୍ରୀ ଅମିତ…

ରେଳ ଦୁର୍ଘଟଣା, ରେଲୱେ ସେଫ୍ଟଟି କମିଶନରଙ୍କ ତଦନ୍ତ ଆରମ୍ଭ

ସୋର : ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ । ରେଲୱେ ସେଫ୍ଟଟି କମିଶନର ଶୈଳେଶ କୁମାର ପାଠକ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଗସ୍ତ ଅବସରରେ ଶୈଳେଶ କୁମାର…