ଏନସିପି ମୁଖ୍ୟ ଶରତ ପୱରଙ୍କୁ ଧମକ

ନୂଆଦିଲ୍ଲୀ: ତାଙ୍କ ହ୍ବାଟସ୍‌ଆପ୍‌ରେ ବାପା ଶରଦ ପାୱାରଙ୍କ ପ୍ରତି ଧମକ ବାର୍ତ୍ତା ପାଇଥିବା କହି ଗୁରୁବାର ଦିନ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ (ଏନ୍‌ସିପି) ସାଂସଦ ସୁପ୍ରିୟା ସୁଲେ…

ଟ୍ରେନ ଟ୍ରାଜେଡି; ଭଙ୍ଗା ହେଲା ମୃତ ଦେହ ରଖା ଯାଇଥିବା ସ୍କୁଲ

ବାଲେଶ୍ୱର : କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଏବେ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ଘାରିଛି।…

ରଥଯାତ୍ରାରେ ସୁରକ୍ଷା ଦେବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ: ଆଗାମୀ ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ପୁରୀ ସହରକୁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ଜଗିବେ। ଏଥିସହ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭକ୍ତଙ୍କ…

ରାଗିଗଲେ ଦିଦିଙ୍କ ପୁତୁରା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ : କୋଇଲା ସ୍କାମ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ବୋହୂଙ୍କୁ ଇଡି ଗତକାଲି ଘାଣ୍ଟିଥିବା ବେଳେ ଶିକ୍ଷକ ନିଯୁକ୍ତି ମାମଲାରେ ପଚରାଉଚରା ପାଇଁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ…

ବିଦା ହେଲେ ରୋହିତ

ଭୁବନେଶ୍ୱର: ବଡ ଖବର ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା…

ପ୍ରକୃତିଙ୍କ ଉପରେ ବର୍ଷିଲେ ଟୁଟୁ

ଭୁବନେଶ୍ୱର:ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ ଙ୍କ ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର କାଷ୍ଟିଂ କାଉଚ୍ ଅଭିଯୋଗ ଆଣିବା ପରଠୁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା। ଏହା…

ପ୍ରକୃତି ମିଶ୍ରଙ୍କ ମହାନତା, ଟ୍ରେନ୍ ଟ୍ରାଜେଡିର ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ 

ଭୁବନେଶ୍ୱର:ସେଲେବ୍ରିଟୀ ମାନେ ସବୁବେଳେ ସମାଜକୁ ସଦଭାବନା ଓ ପରୋପକାର ର ବାର୍ତା ଦିଅନ୍ତି ଆଉ ଏହି କ୍ଷେତ୍ରରେ ଗୋଟିଏ ପାଦ ଆଗକୁ ଯାଇ ଓଡ଼ିଶାର ଜଣାଶୁଣା ଅଭିନେତ୍ରୀ ଓଡିଆ ତଥା ହିନ୍ଦୀ…

ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ 

ଭୁବନେଶ୍ୱର:ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ତରଫରୁ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ତଥା ବିନାଶକାରୀ ବାହାନାଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଖ ଓ ସମବେଦନା ଜଣାଯାଇଛି…

ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର(ଆମ ଟିଭି): ପ୍ରବଳ ତାତିରୁ ମିଳିଲା ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ଘଡଘଡି ସହ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଧୂଳିଝଡ ସାଙ୍ଗକୁ ବର୍ଷା…

ପ୍ରକାଶ ପାଇଲା +୨ କଳା ରେଜଲ୍ଟ

ଭୁବନେଶ୍ୱର(ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ପରୀକ୍ଷାର୍ଥୀ  www.orissaresults.nic.in ରେ ନିଜ ରେଜଲ୍ଟ ଜାଣିପାରିବେ ।…