କୁସ୍ତିଯୋଧ୍ୟାଙ୍କୁ ଆଲୋଚନା କରିବାକୁ ଡାକିଲେ କ୍ରୀଡା ମନ୍ତ୍ରୀ

ନୂଆଦିଲ୍ଲୀ ; ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ମାସ ମାସ ଧରି ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରଙ୍କୁ ଆଲୋଚନା ନିମନ୍ତେ ନିମନ୍ତ୍ରଣ କରିଛନ୍ତି…

ଜୁନ୍ ୧୦ ତାରିଖ ଆଓ ନେକ୍ସ୍ଟ ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ‘ସୁକ ଭାଇର ସୋଲେ’

ଭୁବନେଶ୍ୱର (ଆମ ଟିଭି):କୌସ୍ତଭ ଡ୍ରିମ୍ ୱ।ର୍କ୍ସ ବ୍ଯାନ୍ନରରେ ତିଆରି ଓଡିଆ ଫିଲ୍ମ ‘ସୁକ ଭାଇର ସୋଲେ’ ସାରା ଓଡ଼ିଶାରେ ଏବେ ଚର୍ଚାରେ ଅଛି ଆଉ କାରଣ ହେଉଛି ଫିଲ୍ମର ନାଁ ହେଲେ ଫିଲ୍ମର…

ଟ୍ରେନ ଟ୍ରାଜେଡି; ସାହାର୍ଯ୍ୟର ହାତ ବଢାଇଲେ ଅମ୍ୱାନୀ

ନୂଆଦିଲ୍ଲୀ: ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ବିଷୟରେ ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ଜୁନ ୨ ତାରିଖରେ…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି

ଭୁବନେଶ୍ୱର (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ନୁହେଁ ବରଂ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସବିଶେଷ ତଥ୍ୟ ହସ୍ତଗତ…

ଆସନ୍ତାବର୍ଷଠୁ ହେବନି ଦଶମ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ (ଆମ ଟିଭି): ବନ୍ଦ ହୋଇଯିବ ଦଶମ ବୋର୍ଡ ପରୀକ୍ଷା । ଆସନ୍ତା ବର୍ଷ ଅର୍ଥାତ ୨୦୨୪-୨୫ ଶିକ୍ଷାବର୍ଷରୁ ଆସାମ ସରକାର ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଯାଉଛନ୍ତି । ରାଜ୍ୟ…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସଠିକ୍ ତଥ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇନାହିଁ: ବିଜୟ ମହାପାତ୍ର

ଭୁବନେଶ୍ୱର (ଆମ ଟିଭି): ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମୃତକଙ୍କ ଚିହ୍ନଟ ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ଅନେକ ନିଖୋଜଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ ଓ…

ଆନ୍ଦୋଳନରୁ ଓହରିବେ ନାହିଁ କୁସ୍ତିଯୋଧ୍ୟା

ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲମାନେ ନିଜ ନିଜ ଚାକିରିକୁ ହଠାତ୍‌ ଫେରି ଯିବାରୁ ଏହାକୁ ନେଇ ଚର୍ଚ୍ଚା…

ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ମମତା ବାନାର୍ଜୀ

ଭୁବନେଶ୍ବର: ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓଡ଼ିଶା ସରକାର ଏବଂ ଭୁବନେଶ୍ବର ଏମ୍ସକୁ ପ୍ରଶଂସା କରିଛନ୍ତି। ଏମ୍ସ ଭୁ‌ବନେଶ୍ବରରେ ମଙ୍ଗଳବାର ପହଞ୍ଚି…

ରାଜ୍ୟରେ ରହିବନି ଡାକ୍ତର ଅଭାବ: ୧୨୦୫ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ରହିବନି ଡାକ୍ତର ଅଭାବ । ନିଯୁକ୍ତି ହେବେ ନୂଆ ଏଲୋପାଥି ମେଡିକାଲ ଅଫିସର । ଆଉ ଆଜି ୧୨୦୫ ଜଣ ନବ ନିଯୁକ୍ତି ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ…

ବାହାନଗା ରୁଟରେ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ

ବାହାନଗା (ଆମ ଟିଭି): ବାହାନଗାରେ ଗଡିଲା କରମଣ୍ଡଳ । ବାଲେଶ୍ୱର ଜିଲ୍ଳା ବାହାନଗା ଷ୍ଟେସନ ଦେଇ କରମଣ୍ଡଳ ଟ୍ରେନ ପାସ୍ କରିଛି । ଚେନ୍ନାଇରୁ ବାହାରି ଶାଲିମାର ଯାଉଛି କରମଣ୍ଡଳ । ଏହି ସମୟରେ…