ଏପ୍ରିଲ ୧୧ରୁ ହେବ ସକାଳୁଆ ସ୍କୁଲ

ଭୁବନେଶ୍ୱର(ଆମ ଟିଭି): ପୁଣି ହେବ ସକାଳୁଆ ସ୍କୁଲ । ଗ୍ରୀଷ୍ମଋତୁ ପାଇଁ ଏପ୍ରିଲ ୧୧ରୁ ସ୍କୁଲ ଗୁଡିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ଯାଏଁ…

ପରଲୋକରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ୍ ଦୁରାନି

ନୂଆଦିଲ୍ଲୀ(ଆମ ଟିଭି): କ୍ରିକେଟ୍ ଜଗତରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି । କ୍ୟାନ୍ସରରେ ପୀଡିତ ହୋଇ…

ଆସନ୍ତାକାଲି ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ଆମ ଟିଭି): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯିବେ। ଏନେଇ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ଜାପାନର ବିଭିନ୍ନ ସହରରେ ରୋଡ଼ ସୋ କରିବା ସହ…

ଏଣିକି ଅଧିକ ଦେବେ ଟୋଲ ଟ୍ୟାକ୍ସ: ଜାଣନ୍ତୁ କାହିଁକି?

ଭୁବନେଶ୍ୱର (ଆମ ଟିଭି): ଆପଣ ଜାତୀୟ ରାଜପଥରେ ଗାଡ଼ି ଚଲାଉଛନ୍ତି କି? ତାହେଲେ ଅପଣଙ୍କ ପାଇଁ ଏହି ଖବର ନିହାତି ଗୁରୁତ୍ୱପୂର୍ଣ୍ଣ । ଗାଡି ମାଲିକଙ୍କ ପାଇଁ ପୁଣି ଏକ ଝଟକା ଦେଇଛନ୍ତି କେନ୍ଦ୍ର…

ଆସନ୍ତାକାଲି ଯାଏ ବର୍ଷିବ: ଜାଣନ୍ତୁ କେଉଁ ଜିଲ୍ଲାରେ ହେବ ଅଧିକ ବର୍ଷା?

ଭୁବନେଶ୍ୱର (ଆମ ଟିଭି): ଆସନ୍ତାକାଲି ଯାଏ ବର୍ଷିବ । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ଯାଏଁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ…

କୋଟିଆରେ ଆନ୍ଧ୍ର ଗୋ ବ୍ୟାକ୍ ନାରା ଦେଲେ ଧର୍ମେନ୍ଦ୍ର

କୋଟିଆ (ଆମ ଟିଭି): କୋଟିଆ ଗଲେ, ଆନ୍ଧ୍ର ଅଧିକାରୀଙ୍କୁ ଟାର୍ଗେଟ କଲେ । କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ କହି, ଉତ୍କଳ ଦିବସରେ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥି ସହ ଆନ୍ଧ୍ର…

ଚାଷୀଙ୍କୁ କାଳିଆ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା…

ମମତାଙ୍କୁ ସ୍ମୃତି ଇରାନିଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ହାଓଡ଼ାରେ ରାମ ନବମୀ ଶୋଭାଯାତ୍ରାରେ ସଂଗଠିତ ହିଂସାକାଣ୍ଡରେ ଟେକାପଥର ଫିଙ୍ଗିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘କ୍ଲିନ୍‌ ଚିଟ୍‌’ ଦେଇଥିବା…

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ଦଳ ଛାଡିଲେ ବିଧାୟକ

ନୂଆଦିଲ୍ଲୀ :କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ବଦଳ ରାଜନୀତି ସେତିକି ଜୋର ଧରୁଛି। ପୂର୍ବରୁ ଏକାଧିକ ବିଧାୟକ ଓ ପୂର୍ବତନ ବିଧାୟକ ବିଜେପି ଛାଡ଼ିଥିବା ବେଳେ ଏବେ…

ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଢ଼ିବ ମେଟ୍ରୋ

ଭୁବନେଶ୍ୱର :କିଛି ଦିନ ପୂର୍ବେ ରାଜ୍ୟରେ ମେଟ୍ରୋ ଟ୍ରେନ୍‌ ଗଡ଼ିବା ପ୍ରସ୍ତାବକୁ ନା କହୁଥିବା ରାଜ୍ୟ ସରକାର ଶେଷରେ ଏଥିପାଇଁ ଗ୍ରୀନ୍‌ ସିଗନାଲ ଦେଇଛନ୍ତି। ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ…