ଜୀ-ସାର୍ଥକରେ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍’ ,…

ଭୁବନେଶ୍ବର(୧୯/୧୨):ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ଆଗାମୀ ଜାନୁଆରୀ ୭ ରୁ ଆରମ୍ଭ ହେବାକୁ ଯାଉଛି 'ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍'। ଜୀ-ସାର୍ଥକରେ…

ୟୁରୋପ ଭାରତର କଡ଼ା ଜବାବ

ନୂଆଦିଲ୍ଲୀ: ୟୁକ୍ରେନ୍‌ ସହ ଲଢ଼େଇ କରୁଥିବା ରୁଷ୍‌ରୁ ତେଲ କିଣା ଜାରି ରଖିଥିବାରୁ ଭାରତକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସମାଲୋଚନା କରୁଛନ୍ତି। ତଥାପି ଭାରତ ତେଲ କିଣା ବନ୍ଦ କରୁନାହିଁ।…

ବଢ଼ିବ ସଂକ୍ରମଣ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର : ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଆମ ଦେଶର ବି କିଛି ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲାଣି। ତେଣୁ ଆମ ରାଜ୍ୟରେ ବି ବଢ଼ିବା ସମ୍ଭାବନା ରହିଛି, ବଢ଼ିବନି କହିବା ଭୁଲ ହେବ।…

ବାକ ସ୍ଵାଧୀନତା ଉପରେ ରୋକ ଲାଗିବନି, ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାକ୍ ସ୍ୱାଧୀନତା ଉପରେ ଅଧିକ କଟକଣା ଲାଗିପାରିବ ନାହିଁ । ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାରଙ୍କୁ ପରୋକ୍ଷରେ ଦାୟୀ କରାଯାଇପାରିବ ନାହିଁ। ଏଥିସହ ସରକାରୀ ପଦପଦବୀରେ ଥିବା…

ଦକ୍ଷିଣ ଆଫ୍ରିକାରୁ ଆସିବେ ଆଉ ୧୨ଟି ଚିତା

ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ବଢିବ ଚିତାଙ୍କ ସଂଖ୍ୟା । ନାମ୍ବିଆ ପରେ ପୁଣି ଦକ୍ଷିଣଆଫ୍ରିକାରୁ ଭାରତକୁ ଆସିବେ ୧୨ଟି ଚିତା । ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ କଲ୍ୟାଣ ବିଭାଗ ପକ୍ଷରୁ…

ଆଜିଠୁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା (ଆମ ଟିଭି): ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ଆଜିଠୁ ୧୪ ତାରିଖ ପର୍ୟ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ଗତବର୍ଷ…

ରାଜଧାନୀରେ ମହିଳା ପୋଲିସ ଏସଆଇଙ୍କୁ ଖଣ୍ଡା ଦେଖାଇ ଗୋଡାଇଲେ ଦୁର୍ବୁତ୍ତ

ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ପୋଲିସ ବି ଅସୁରକ୍ଷିତ । ଏକଥା ଏଥିପାଇଁ କୁହାଯାଉଛି, କାରଣ ଗତକାଲି ରାଜିତରେ ବିଚ୍ ରାସ୍ତାରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣେ ମହିଳା ସବ୍ ଇନ୍ସପେକ୍ଟର…

ଆଉ ସିନେମା ହଲ୍ ଭିତରକୁ ଖାଦ୍ୟ ନେଇ ଯାଇପାରିବେନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ଏଣିକି ଆଉ ସିନେମା ହଲ ଭିତରକୁ ଖାଦ୍ୟ ନେଇ ଯାଇପାରିବେ ନାହିଁ । ସିନେମା ହଲକୁ ବାହାର ଖାଦ୍ୟ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସିନେମା ହଲରେ…

କୁଆଡ଼େ ଗଲେ ଡାକ୍ତର ଶୁଭଶ୍ରୀ କରଙ୍କ ପୁରୁଷ ବନ୍ଧୁ?

ଜୋଡ଼ା (ଆମ ଟିଭି): କେନ୍ଦୁଝର ଜୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାରି ଭିତରେ ପ୍ରଶ୍ନ ଉଠୁଛି, କୁଆଡେ ଗଲେ ମୃତ ଡାକ୍ତର ଶୁଭଶ୍ରୀ କରଙ୍କ…

ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ଫାଇଭ୍ ଜି ସେବା । ଭୁବନେଶ୍ୱର, କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆରମ୍ଭ ହେବାକୁ…