ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ (ଆମ ଟିଭି): ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିବେ । ଆଜି ଓ ଆସନ୍ତାକାଲି…

ଗୁଜୁରାଟ ନିର୍ବାଚନ ଲଢିବେନି ମୂଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ

ଗାନ୍ଧୀନଗର(ଆମ ଟିଭି): ଗୁଜୁରାଟ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ମାହୋଲ  ସେତେ ସର ଗରମ ହେବାରେ ଲାଗିଛି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଛଟେଇ ହେଲେ ୧୧ ହଜାର ଫେସବୁକ୍ କର୍ମଚାରୀ

ନୂଆଦିଲ୍ଲୀ (ଆମ ଟିଭି): ଟ୍ୱିଟର ପରେ ଏବେ ଛଟେଇ ହେଲେ ଫେସବୁକ୍ କର୍ମଚାରୀ । ଫେସବୁକର ମୂଳ କମ୍ପାନୀ ମେଟା ପକ୍ଷରୁ ଆଜି ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି । କମ୍ପାନୀର…

ଓଡ଼ିଶାରେ ଅଷ୍ଟମ ଦିନରେ ଭାରତ ଯୋଡ଼ ଯାତ୍ରା

ଭୁବନେଶ୍ୱର(ଆମ ଟିଭି): ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଭାରତ ଯୋଡ଼ ଯାତ୍ରା- ଓଡ଼ିଶା ଅଷ୍ଟମ ଦିନର ସୋର ନିର୍ବାଚନ ମଣ୍ଡଳୀର ସିରା ପଡ଼ିଆଠାରୁ ସକାଳ ୯ ଘଂଟା…

ଆଗରେ ଟ୍ରମ୍ପ ପାର୍ଟି

ନ୍ୟୁୟର୍କ: ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ହୋଇଥିଲା। ଏପର୍ଯ୍ୟନ୍ତ ହୋଇଥିବା ମତଗଣନା ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟୋ ଟ୍ରମ୍ପଙ୍କ…

ଭାରତ ଆସିବେ ନୀରବ ମୋଦି

ନୂଆଦିଲ୍ଲୀ,୯।୧୧: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଖୁବ୍ ଶୀଘ୍ର ଭାରତ ଅଣାଯାଇପାରେ। ବ୍ରିଟେନ ହାଇକୋର୍ଟ ଏହାକୁ ସବୁଜ ସଙ୍କେତ ଦେଇଛନ୍ତି। ସେଠାରୁ ହାଇକୋର୍ଟଙ୍କ ପକ୍ଷରୁ ସେହି…

ଫାଇନାଲରେ ପହଞ୍ଚିଲ ପାକିସ୍ତାନ

ସିଡ୍‌ନୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପ୍ରଥମ ଦଳ ଭାବେ ପାକିସ୍ତାନ ଫାଇନାଲରେ ପହଞ୍ଚିଛି। ବୁଧବାର ସିଡ୍‌ନୀରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ…

ପୁଣି ଚର୍ଚ୍ଚାରେ ଗଡକରୀଙ୍କ ବୟାନ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ବିଜେପି ଓ କେନ୍ଦ୍ର ସରକାର ସବୁବେଳେ କଂଗ୍ରେସ ଓ ଶ୍ରୀ ସିଂହଙ୍କୁ…

ରାଜ୍ୟପାଳଙ୍କ ବିରୋଧରେ ସରକାର, ଜାଣନ୍ତୁ କାହିଁକି

ଥିରୁଅନନ୍ତପୁରମ: ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ କେରଳରେ କ୍ଷମାସୀନ ବାମଦଳ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ଏବେ ଆଉ ପାଦେ ଆଗେଇଛି। କେରଳ ସରକାରଙ୍କ ସମସ୍ତ କାର୍ଯ୍ୟରେ ରାଜ୍ୟପାଳ ଖାନ…

ନିଜ ବନ୍ଧୁକରୁ ଗୁଳି ଫୁଟି ଯବାନ ମୃତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳର ମାନକୋଟେ ସେକ୍ଟର୍‌ରେ ନିଜ ବନ୍ଧୁକରୁ ଆକସ୍ମିକ ଭାବେ ଗୁଳି ଫୁଟିବାରୁ ମଙ୍ଗଳବାର ଦିନ ସେନାର ଜଣେ…