ଭୂମି କମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ

ଭୁବନେଶ୍ୱର :ଆଜି ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୪ ରେକର୍ଡ଼ କରାଯାଇଛି। ସେହିପରି ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି।…

ପୁଣି ଥରେ ଗୋପାଳକୁ ରେମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ୍ ଆବେଦନ

ଭୁବନେଶ୍ୱର : ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଥରେ ହୋଇଛି ଆବେଦନ। କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ଙ୍କ…

୨୪ରେ ସରକାର କରିବ କଂଗ୍ରେସ ,,ମଲ୍ଲିକା ଅର୍ଜୁନ ଖାର୍ଗେ

ଭୁବନେଶ୍ୱର :ଆସନ୍ତା ୨୦୨୪ରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର ଗଠନ କରିବ। ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ମିଳିତ ବିରୋଧୀ ମଞ୍ଚର ନେତୃତ୍ୱ ନେଇ ବିଜେପିକୁ ପରାସ୍ତ…

ଦିଲ୍ଲୀ ମେୟର ନିର୍ବାଚନ ଆପ ମାରିଲା ବାଜି

ନୂଆଦିଲ୍ଲୀ :ଦିଲ୍ଲୀରେ ଇତିହାସ ସୃଷ୍ଟି କରିଛି ଆମ ଆଦମୀ ପାର୍ଟି(ଆପ)। ୧୦ ବର୍ଷ ମଧ୍ୟରେ ଦିଲ୍ଲୀକୁ ମିଳିଛି ପ୍ରଥମ ମହିଳା ମେୟର। ଆପ୍‌ର ଶେଲୀ ଓବରୟ ଆଜି ଅନୁଷ୍ଠିତ ମେୟର ନିର୍ବାଚନରେ…

କାନାରା ବ୍ୟାଙ୍କ ଆୟୋଜନ କରୁଛି ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ”

ଭୁବନେଶ୍ୱର :କାନାରା ବ୍ୟାଙ୍କ, ସର୍କଲ୍ ଅଫିସ୍, ଭୁବନେଶ୍ୱର ଆୟୋଜନ କରୁଛି ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ” । ଏହି ଏକ୍ସପୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଶ୍ରୀ ବି ଏଲ୍ ମୀନାଙ୍କ…

ଆଜି ସୁପ୍ରିମକୋର୍ଟରେ ଶିବସେନା ମାମଲାର ଶୁଣାଣି

ନୂଆଦିଲ୍ଲୀ (ଆମ ଟିଭି): ଶିବସେନାକୁ ନେଇ ମହାରାଷ୍ଟ୍ରର ରାଜନୀତିରେ ସୃଷ୍ଟି ହୋଇଥିବା ରକ୍ସର ଇକୋ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବୁଧବାର କୋର୍ଟରେ ଏହି ମାମଲାର ଶୁଣାଣି ହେବ। ଏକନାଥ…

ହାତୀ ପାଇଁ ଲାଗିଲା ୧୪୪ ଧାରା

ରାଞ୍ଚି (ଆମ ଟିଭି): ଝାଡଖଣ୍ଡ ରାଜ୍ୟରେ ଏକ ହାତୀ ଯୋଗୁଁ ଅନେକ ସହର ଏବଂ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଯଦିଓ ହାତୀଟି ବହୁତ ଶାନ୍ତ ବୋଲି ବିବେଚନା କରାଯାଏ, କିନ୍ତୁ ଯେତେବେଳେ ଏହା…

ନବ ଦାସ ହତ୍ୟା ମାମଲା: ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ଦୀର୍ଘଦିନ ପରେ ନବ ଦାସ ହତ୍ୟା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ । ଗୃହରେ ଆଜି ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର…

ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର (ଆମ ଟିଭି): ଚାଲିପାରିଲାନି, ପୁଣି ମୁଲତବୀ ହେଲା ଗୃହ। ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଘୋଷଣା କରିଛନ୍ତି। ସୂଚନା କ୍ରମେ ବିଧାନସଭାରେ…

ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ: ହୁଲୁସ୍ତୁଲୁ ହୋଇପାରେ ଗୃହ

ଭୁବନେଶ୍ୱର (ଆମ ଟିଭି): ଗତକାଲିଠୁ ଆରମ୍ଭ ହୋଇଥିବା ବିଧାନସଭା ବଜେଟ୍ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ଗୃହ ଆଜି ବି ସରଗରମ ରହିପାରେ ।…