ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର(ଆମ ଟିଭି): ଆସନ୍ତା ସୋମବାର ବସିବ ରାଜ୍ୟ କ୍ୟାବିନେଟ ଗୁରତ୍ୱପୂର୍ଣ୍ଣ ବୈଠକ । ଅପରାହ୍ଣରେ ଲୋକସେବା ଭବନରେ ବସିବ ଏହି ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା…

ହାତ ଧରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଆମ ଟିଭି) : ହାତ ଧରିଲେ ବିଜୟ ପଟ୍ଟନାୟକ । କଂଗ୍ରେସରେ ମିଶିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ । ଆଜି ଏଆଇସିସି କାର୍ୟ୍ୟାଳୟରେ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ…

୧୩ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଆମ ଟିଭି) : ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଉନ୍ନତମାନର କରିବାରେ ଲାଗିଛନ୍ତି ରାଜ୍ୟ ସରକାର । ଏହାରି ଭିତରେ କେନ୍ଦୁଝର ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ିହେବ…

ଭାରତରେ ବିବିସିକୁ ବ୍ୟାନ୍ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ଆମ ଟିଭି): ଗୁଜୁରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ସାରା ଦେଶ ଉଠିଥିଲା ପଡ଼ିଥିଲା । ଏହାକୁ ନେଇ ବେଶ୍ ରାଜନୀତି ସରଗରମ ହୋଇଥିଲା । ଏହାରି ଭିତରେ ଭାରତରେ…

୨୯ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍

କଟକ(ଆମ ଟିଭି): ଆଇନଜୀବୀଙ୍କ କଥା ଶୁଣିଲେ ହାଇକୋର୍ଟ । ସମ୍ବଲପୁରରେ ଭଙ୍ଗାରୁଜ ଘଟଣାରେ ସମସ୍ତ ଆଇନଜୀବୀଙ୍କୁ ମିଳିଲା ଜାମିନ୍ । ୨୯ ଜଣ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଲେ ଓଡ଼ିଶା…

ଉତ୍କଳ ମଣ୍ଡପରେ ମା’ଙ୍କୁ ମନେ ପକାଇ ଏମିତି କହିଲେ ରାଷ୍ଟ୍ରପତି ?

ଭୁବନେଶ୍ୱର(ଆମ ଟିଭି): ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉତ୍କଳ ମଣ୍ଡପରେ ଭାଷଣ ଦେବା ସମୟରେ ମାଆଙ୍କୁ ମନେପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନ ବନ୍ଦରରେ…

ନବ ଦାସଙ୍କ ହତ୍ୟା ମାମଲା, ସିବିଆଇ ତଦନ୍ତ ପାଇଁ ଜନସ୍ବାର୍ଥ ମାମଲା ହାଇକୋର୍ଟ କଲେ ଖାରଜ

କଟକ: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଜନସ୍ବାର୍ଥ ମାମଲା ନେଇ ଆଜି ଶୁଣାଣି ହୋଇଛି। ବର୍ତ୍ତମାନ ୧୧ ଦିନ…

ପୁଣି ଆଜି ସଂସଦରେ ଶାଣିତ ସ୍ଵରରେ କଂଗ୍ରେସକୁ ସମାଲୋଚନା କଲେ ମୋଦି

ନୂଆଦିଲ୍ଲୀ : ଆଜି ପୁଣି ସଂସଦରେ ଗାନ୍ଧି ପରିବାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ବିତର୍କ ଘେରକୁ ଟାଣି…

ଆପ ନାଁରେ ଆସିଲ ସାଙ୍ଘାତିକ ଅଭିଯୋଗ, ଜାଣନ୍ତୁ କଣ

ନୂଆଦିଲ୍ଲୀ : ବିଜେପିର ଗୁଇନ୍ଦାଗିରି କରୁଛି ଆମ୍‌ ଆଦମୀ ପାର୍ଟି ସରକାର। ଏଭଳି କିଛି ଅଭିଯୋଗ ହୋଇଛି। ଏହି ମାମଲାରେ ଏବେ ଦିଲ୍ଲୀ ଉପରାଜ୍ୟପାଳ ତଥା ଏଲଜି ବିନୟ ସାକ୍ସେନା ଦୁର୍ନୀତି…