ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବିଜେଡି ନେତାଙ୍କୁ ବଡ଼ ଝଟକା

ଭୁବନେଶ୍ୱର(ଆମ ଟିଭି): ପୁଣି ଚର୍ଚ୍ଚାରେ ସିସୋର ଚିଟଫଣ୍ଡ ଠକେଇ ମାମଲା । ଏହି ମାମଲାରେ ପୂର୍ବତନ ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ସିବିଆଇ…

ଯୋଗଗୁରୁ ରାମଦେବଙ୍କ ନାଁରେ ଥାନାରେ ଏତଲା

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ଯୋଗଗୁରୁ ରାମଦେବ । ଯୋଗଗୁରୁ ରାମଦେବଙ୍କ ବିରୋଧରେ ରବିବାର ରାଜସ୍ଥାନର ଏକ ଥାନାରେ ଏଫଆଇଆର୍ ରୁଜୁ ହୋଇଛି। ମୁସଲମାନମାନେ ଆତଙ୍କବାଦୀ…

ତୁର୍କୀ ଓ ସିରିଆରେ ଭୂକମ୍ପ ଝଟକା: ଶତାଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଭୁକମ୍ପରେ ଥରିଲା ତୁର୍କୀ ଓ ସିରିଆ । ୭.୮ ତୀବ୍ରତାରେ ଥରିଲା ଦୁଇ ପଡ଼ୋଶୀ ରାଷ୍ଟ୍ର । ଶକ୍ତିଶାଳୀ ଭୂକମ୍ପରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି ।…

ରାଜଧାନୀରେ ବୋମାମାଡ଼

ଭୁବନେଶ୍ୱର(ଆମ ଟିଭି): ରାଜଧାନୀରେ ବୋମାମାଡ଼ । ସାମାନ୍ୟ ବଚସାରୁ ରାଜଧାନୀରେ ବୋମାମାଡ଼ ହୋଇଥିବା ଖବର ମିଳିଛି। ବରମୁଣ୍ଡା ନୂଆ ବସଷ୍ଟାଣ୍ଡ ନିକଟରେ ଫୁଟିଲା ବୋମା । ବିଳମ୍ବିତ ରାତିରେ…

ଆଦାନୀ ଝଡ଼କୁ ନେଇ ଆଜି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ କଂଗ୍ରେସ

ନୂଆଦିଲ୍ଲୀ(ଆମ ଟିଭି): ଅଦିନିଆ ଆଦାନୀ ଝଡ଼ ଏବେ ଜାତୀୟ ରାଜନୀତିକୁ ସରଗରମ କରିଛି । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର କମି…

ଉନ୍ମୋଚିତ ହେଲା ସ୍ୱନମାଧନ୍ୟା ଗାୟିକା ସୁସ୍ମିତା ଦାସଙ୍କ ଆଦିବାସୀ ଫ୍ୟୁଜନ୍ ମ୍ୟୁଜିକ୍ ଭିଡିଓ ଆଲବମ୍‌

ଭୁବନେଶ୍ୱର: KIIT ଅଡିଟୋରିୟମରେ ଉନ୍ମୋଚିତ ହେଲା ଓଡ଼ିଶାର ପ୍ରଥମ ଆଦିବାସୀ ଫ୍ୟୁଜନ୍ ମ୍ୟୁଜିକ୍ ଭିଡିଓ ଆଲବମ୍ । ଏହି ଆଲବମରେ ଗାୟିକା ସୁସ୍ମିତା ଦାସଙ୍କ ସ୍ୱରରେ ଓଡ଼ିଶାର ବିଭିନ୍ନ…

ତ୍ରୁଣମୂଳ କଂଗ୍ରେସ ନେତାଙ୍କୁ ବୋମା ମାଡ଼

ନୂଆଦିଲ୍ଲୀ :ତ୍ରୁଣମୂଳ କଂଗ୍ରେସ ନେତାଙ୍କୁ ବୋମା ଲଗାଇ ଉଡ଼ାଇଦେଲେ। ଏଭଳି ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗର ବୀରଭୂମିରୁ। ଏଠାରେ ଟିଏମ୍‌ସି ନେତାଙ୍କ ଉପରକୁ ବୋମାମାଡ଼ ହୋଇଛି।…

ପୁଣି କେନ୍ଦ୍ରକୁ ଟାର୍ଗେଟ କରି ଏମିତି କହିଲା ବିଜେଡି

ଭୁବନେଶ୍ବର : ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦,୦୧୨କୋଟି ମିଳିବା ପରେ ଆଜି ବି‌େଜଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି…

ନବ ଦାସଙ୍କ ହତ୍ୟା ମାମଲା, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି…

ପରଲୋକରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପଭେଜ ମୁଶାରଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ଅବସରପ୍ରାପ୍ତ ଜେନେରାଲ୍‌ ପର୍‌ୱେଜ୍‌ ମୁଶାରଫ୍‌ଙ୍କର ଆଜି ଦେହାନ୍ତ ହୋଇଯାଇଥିବା ‘ଜିଓ ନ୍ୟୁଜ୍‌’ ରିପୋର୍ଟ କରିଛି। ୨୦୧୬ରୁ ସେ…