ପ୍ରାଣ ହରାଇଲେ ସ୍ଵାଧୀନ ଭାରତର ପ୍ରଥମ ଭୋଟର

କିନ୍ନୁର: ଆଜି ପ୍ରତ୍ୟୁଷରେ ସ୍ବାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମଶରଣ ନେଗିଙ୍କର ଦେହାନ୍ତ ହୋଇଯାଇଛି। ହିମାଚଳ ପ୍ରଦେଶର କିନ୍ନୁର ନିବାସୀ ନେଗି ଆଗାମୀ ହିମାଚଳ ପ୍ରଦେଶ ନିର୍ବାଚନ…

ଏବେ ଏହି ନାଁରେ ଜଣା ଯିବେ ଉମା ଭାରତୀ

ନୂଆଦିଲ୍ଲୀ: ଜୈନ ସନ୍ଥ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଆଦେଶ ଅନୁସାରେ ପରିବାର ପରିତ୍ୟାଗ କରିଛନ୍ତି ଏବଂ ଏଥର ସେ ‘ଦିଦି ମା’ ବୋଲାଇବେ ବୋଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

ପରଲୋକରେ ଗୀତିକାର ନିମାଇଁ ମହାନ୍ତି

ବାରିପଦା (ଆମ ଟିଭି): ବର୍ତ୍ତମାନ ସମୟରେ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ଆଉ ନାହାନ୍ତି ଗୀତିକାର ନିମାଇଁ ମହାନ୍ତି । “ଚନ୍ଦ୍ରମା ଆଗୋ ଚନ୍ଦ୍ରମା/ତୁମେ ମେଘ ତଳେ ଲୁଚି ଯାଅନାଟ୍ଟ”ର…

ବିରାଟ କୋହଲିଙ୍କ ୩୪ତମ ଜନ୍ମଦିନ: ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ (ଆମ ଟିଭି): ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ୨୦୨୨ ଖେଳାଯାଉଛି ଜ୍ଝ ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ଭଲ ଚାଲିଛି। ବିରାଟ କୋହଲି…

ଭାରତକୁ ପୁଣି ଥରେ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଦିନ ଭାରତୀୟ ମାନଙ୍କୁ ପ୍ରଶଂସା କରିଛନ୍ତି । ସେ ଭାରତୀୟଙ୍କୁ “ଦକ୍ଷ” ଏବଂ “ପ୍ରେରଣାଦାୟକ” ବୋଲି ବର୍ଣ୍ଣନା କରିଛନ୍ତି । ଏହି…

ଯୁକ୍ରେନକୁ ସହାୟତାର ହାତ ବଡ଼ାଇଲା ଆମେରିକା

ୱାସିଂଟନ୍: ୟୁକ୍ରେନ୍‌ ପାଇଁ ଯୁଦ୍ଧ ସହାୟତା ଭାବେ ହାରାହାରି ୪୦୦ ନିୟୁତ ଡଲାର୍‌ ପ୍ୟାକେଜ୍‌ରେ ଆମେରିକା ପୁନଃବିକଶିତ ‘ଟି-୭୨’ କମାଣ, ଭୂପୃଷ୍ଟରୁ ଆକଶକୁ ନିକ୍ଷେପ କରାଯାଉଥିବା ‘ହକ୍‌’…

ଓଡିଆ ଚଳଚ୍ଚିତ୍ର “ଦମନ” କୁ ଦେଖିବାକୁ ଆଶାତୀତ ଭିଡ

ଭୁବନେଶ୍ୱର(ଆମ ଟିଭି): ଓଡିଆ ମୈ।ଳିକ କାହାଣୀ କୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର "ଦମନ" କୁ ଦେଖିବାକୁ ଆଜି ସବୁ ପ୍ରେକ୍ଷାଳୟରେ ଭିଡ ପରିଲକ୍ଷିତ ହୋଇଥିଲା।ବହୁଦିନ‌ ପରେ ଅଭିନେତା…

ଆୟର୍ଲାଣ୍ଡର ମହିଳା କ୍ରିକେଟ୍ ଟିମ୍ ଆସିବେ ପାକିସ୍ତାନ, ଇମ୍ରାନଙ୍କୁ ଗୁଳି ପରେ ବି ରଦ୍ଦ ହେଲାନି ଖେଳ

ଲାହୋର : ନିକଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ସତ୍ତ୍ୱେ ଆୟର୍ଲାଣ୍ଡର ମହିଳା କ୍ରିକେଟ୍ ଟିମ୍ ତିନି ୱାନ୍‌ଡେ ଅନ୍ତର୍ଜାତୀୟ ତଥା ଟି…

ପେନ୍ସନ ନେଇ ଏମିତି ରାୟ ଦେଲେ ସୁପ୍ରିମ

ନୂଆଦିଲ୍ଲୀ: ଶୁକ୍ରବାର ସର୍ବୋଚ୍ଚ ଅଦାଲତ ୨୦୧୪ର କର୍ମଚାରୀ ପେନ୍ସନ୍ (ସଂଶୋଧନ) ଯୋଜନାର ବୈଧତାକୁ ଜାରି ରଖିଛନ୍ତି। ପେନ୍ସନ୍ ଯୋଜାନରେ ହେବା ପାଇଁ ୧୫ ହଜାର ଟଙ୍କାର ମାସିକ ବେତନ ସୀମାକୁ…

ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା

ଅମୃତସର : ପଂଜାବର ଅମୃତସରରେ ଶିବସେନା ନେତା ସୁଧୀର ସୁରିଙ୍କୁ ହତ୍ୟା କରାଯାଇଛି । ଅମୃତସରର ଗୋପାଳ ମନ୍ଦିର ବାହାରେ ସ୍ପଷ୍ଟ ଦିବାଲୋକରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା…