CMCର ନୂଆ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ନିଖିଲ ପବନ କଲ୍ୟାଣ

କଟକ(ଆମ ଟିଭି): CMCର ନୂଆ କମିଶନର ଭାବେ କାର୍ଯ୍ୟରେ ଯୋଗଦେଲେ ନିଖିଲ ପବନ କଲ୍ୟାଣ । ସୋମବାର ସୁନ୍ଦରଗଡରୁ ଆସି  ଆଜି ସିଏମ୍‌ସି ଅଫିସରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ନିଖିଲ ପବନ କଲ୍ୟାଣ ।…

ବିଦ୍ୟାଳୟର ଗସ୍ତ କରି ଶିକ୍ଷା ବ୍ୟବସ୍ଥା ପରଖିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍…

ପିପିଲି(ଆମ ଟିଭି): ଅଚାନକ ବିଦ୍ୟାଳୟର ଗସ୍ତ କରି ଶିକ୍ଷା ବ୍ୟବସ୍ଥା ପରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ଡେରିରେ ସ୍କୁଲ ଯାଉଛନ୍ତି,…

ରାଷ୍ଟ୍ରପତି ନିର୍ବାଚନ: ଆଜି ନାମାଙ୍କନ ଭରିବେ ବିରୋଧୀ ପ୍ରାର୍ଥୀ

ଭୁବନେଶ୍ୱର(ଆମ ଟିଭି): ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଏହି ଅବସରରେ ବିରୋଧୀ ନିଜର ଶକ୍ତି ପ୍ରଦର୍ଶନ କରିବାକୁ…

ଉଦ୍‌ଘାଟିତ ହେଲା ହିରୋ ଇଲେକ୍ଟ୍ରିକ୍‌ର ୨ୟ ଶୋ’ରୁମ୍

ଭୁବନେଶ୍ୱର(ଆମ ଟିଭି):  ହିରୋ ଇଲେକ୍ଟ୍ରିକ୍‌ର ୨ୟ ଶୋ’ରୁମ୍ ରବିବାର ସ୍ଥାନୀୟ ନୟାପଲ୍ଲୀସ୍ଥିତ କ୍ରିଷ୍ଣା ଟାୱାର ନିକଟରେ ଶୁଭାରମ୍ଭ ହୋଇଯାଇଛି। ହିରୋ ଇ-ଯାନର ଚାହିଦା ବୃଦ୍ଧି ସାଙ୍ଗକୁ…

‘ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଟସ୍‌ ୨୦୨୨’ରେ ପ୍ରଥମ ରନର୍ସ ଅପ୍‌ ଓଡ଼ିଆ ଝିଅ ଦୀପ୍‌ସା ସିଂ

ଭୁବନେଶ୍ବର(ଆମ ଟିଭି):  ‘ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଟସ୍‌ ୨୦୨୨’ର ପ୍ରଥମ ରନର୍ସ ଅପ୍‌ ହେବାର ଗୌରବ ଅର୍ଜନ କରିଛନ୍ତି ଓଡ଼ିଆ ଝିଅ ଦୀପ୍‌ସା ସିଂ। ମୁମ୍ବାଇରେ ଗତ ୧୬ ତାରିଖରେ…

‘ଲାଗେ ପ୍ରେମ ନଜର’ ଶୁଭମୁକ୍ତି ଏଥର ବାହୁଡା଼ ରେ…

କଟକ (ଆମ ଟିଭି): ଏଥର ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ବାହୁଡା଼ ରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ । ନିକଟରେ ଏହାର ମ୍ୟୁଜିକ ରିଲିଜ୍ ହୋଇଯାଇଛି…

ରାଇମୋହନଙ୍କ ଆତ୍ମହତ୍ୟା ଘଟଣା: ୟୁଡି କେସ୍ ରୁଜୁ କରି ତଦନ୍ତ କରୁଛି ପୋଲିସ୍

ଭୁବନେଶ୍ୱର(ଆମ ଟିଭି): ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାରେ ୟୁଡ଼ି କେସ ରୁଜୁ କରି ତଦନ୍ତ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ…

ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା(ଆମ ଟିଭି): ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ। ଖାଲି ବୀରେନ୍ଦ୍ର ନୁହଁ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ମଧ୍ଯ ହତ୍ୟା ଅଭିଯୋଗ…

ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା

ଭୁବନେଶ୍ଵର(ଆମ ଟିଭି) : ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା। ଏନେଇ ବିଜେପି ଦଳର ବିଧାୟକମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରାଜ୍ୟ ସଭାପତିଙ୍କୁ ପ୍ରସ୍ତାବ…

କେନ୍ଦୁଝର ବଳଦେବଜିଉ ରଥ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି

ପୁରୀ(ଆମ ଟିଭି): କେନ୍ଦୁଝର ବଳଦେବଜିଉ ରଥ ବିଶ୍ବର ଉଚ୍ଚତମ ରଥ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ ପୁରୀର ରଥ ହିଁ…