ନୂଆଁଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ଭେଟି, ପ୍ରତ୍ୟେକ ଚାଷୀଙ୍କୁ ଖାତାକୁ ଗଲା ୨ହଜାର

ଭୁବନେଶ୍ୱର(ଆମ ଟିଭି): ଆଜି ରାଜ୍ୟର ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ ୮୬୯ କୋଟି ଟଙ୍କାର କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ…

ଜୁଲାଇରେ ବ୍ୟାନ୍ ହୋଇଛି ୨ ନିୟୁତରୁ ଅଧିକ ହ୍ୱାଟ୍ସଆପ୍ ଆକାଉଣ୍ଟ

ନୂଆଦିଲ୍ଲୀ (ଆମ ଟିଭି): ଜୁଲାଇରେ ବ୍ୟାନ୍ ହୋଇଛି ୨ ନିୟୁତରୁ ଅଧିକ ହ୍ୱାଟ୍ସଆପ୍ ଆକାଉଣ୍ଟ । ଜୁନ ମାସରେ ପ୍ରାୟ ୨୨ ଲକ୍ଷ ଆଉଣ୍ଟକୁ ହ୍ୱାଟସଆପ ବ୍ୟାନ କରିଥିଲା। ହେଲେ ଜୁଲାଇରେ ଏହି ବ୍ୟାନ…

ବଦଳିବ ବୋଲଗଡ଼ ରେଳ ଷ୍ଟେସନର ନାମ: କ’ଣ ହେବ ଜାଣନ୍ତୁ?

ଭୁବନେଶ୍ୱର(ଆମ ଟିଭି): ଓଡ଼ିଆ ପୁଅ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳମନ୍ତ୍ରୀ ହେବା ପରେ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି । ଏବେ ପୁଣି ରାଜ୍ୟବାସୀଙ୍କ ପାଇଁ ଆସିଛି ଏବ ନୂଆ…

ଟୁଇଟର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ଏଣିକି ଟୁଇଟରେ ମିଳିବ ଏଡିଟ୍ ସୁବିଧା

ନୂଆଦିଲ୍ଲୀ (ଆମ ଟିଭି): ଆପଣ ଟୁଇଟର ବ୍ୟବହାର କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର । ଟୁଇଟରେ ଥରେ ଆପଣ ପୋଷ୍ଟ କଲେ, ତାହା ଆପଣ ଏଡ଼ିଟ୍ କରିପାରିବେ ନାହିଁ । ଫେସ୍ବୁକ୍ ଓ…

ନୂଆଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି: ଆକାଉଣ୍ଟକୁ ଆସିଲା କାଳିଆ ଟଙ୍କା

ଭୁବନେଶ୍ୱର (ଆମ ଟିଭି): ନୂଆଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ବଡ଼ ଭେଟି । ମିଳିଲା କାଳିଆ ଯୋଜନାର ଟଙ୍କା ।ରାଜ୍ୟର ବିବିନ୍ନ ଚାଷୀଙ୍କୁ ୮୬୯ କୋଟି ଟଙ୍କା ଦିଆଯାଇଛି। ପ୍ରତି ଚାଷୀଙ୍କ…

ରୋଚକ ମୋଡରେ ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’

ଭୁବନେଶ୍ୱର (ଆମ ଟିଭି): ମାତ୍ର କେଇଦିନ ଭିତରେ ଦର୍ଶକଙ୍କ ପ୍ରଥମ ପସନ୍ଦ ସାଜିଛି ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’ । ଗତ ଜୁଲାଇ ୧୮ ତାରିଖରୁ ପ୍ରସାରିତ ଜୀ ସାର୍ଥକର ଏହି ମେଗା…

ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ, ଇଷ୍ଟଦେବୀଙ୍କ ପାଖରେ ଲାଗିହେବ ନବାର୍ଣ୍ଣ ଭୋଗ

ଭୁବନେଶ୍ୱର(ଆମ ଟିଭି): ଆଜି ପଶ୍ଚିମ ଓଡିଶାର ଆଜି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ପଲ୍ଲୀଠୁ ଆରମ୍ଭ କରି ସହର ଯାଏଁ ସବୁଠି ଚଳଚଞ୍ଚଳ । ନିଜ ଇଷ୍ଟଦେବୀଙ୍କ ପାଖରେ ନବାର୍ଣ୍ଣ…

ନୂଆଦିଲ୍ଲୀରେ ଆୟୋଜିତ ମେକ ଇନ ଓଡ଼ିଶା କନକ୍ଲେଭ, ରାଷ୍ଟ୍ରଦୂତ ଓ ଶିଳ୍ପପତିମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ(ଆମ ଟିଭି): ବୁଧବାରଦିନ ନୂଆଦିଲ୍ଲୀରେ ୩୦ଟି ଦେଶର ରାଷ୍ଟ୍ରଦୂତ ଓ ବିଭିନ୍ନ ଶିଳ୍ପକ୍ଷେତ୍ରର ୫୦ରୁ ଅଧିକ ପ୍ରତିନିଧିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସୋନିଆ ଗାନ୍ଧିଙ୍କ ମା’ ପାଓଲା ମାଇନୋଙ୍କ ଦେହାନ୍ତ

ନୂଆଦିଲ୍ଲୀ(ଆମ ଟିଭି): କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ମା’ ପାଓଲା ମାଇନୋ ଆଉ ନାହାନ୍ତି। ବାର୍ଦ୍ଧ୍ୟକଜନିତ ରୋଗରେ ପୀଡ଼ିତ ଥିବା ମାଇନୋ ଗତ ଶନିବାର ଶେଷନିଃଶ୍ୱାସ ତ୍ୟାଗ…

ବିଜେପି ମୁକ୍ତ ଭାରତର ନାରା ଦେଲେ କେସିଆର, ଉପସ୍ଥିତ ଥିଲେ ନୀତିଶ କୁମାର

ପାଟନା(ଆମ ଟିଭି): ବିହାର ଗସ୍ତରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ସବୁବେଳେ କଂଗ୍ରେସ ମୁକ୍ତ ଭାରତ…