ବାବ୍ରି ମସଜିଦ ଓ ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାରେ ପଡିଲା ପୂର୍ଣ୍ଣଛେଦ

ନୂଆଦିଲ୍ଲୀ(ଆମ ଟିଭି): ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଓ ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାରେ ପଡିଲା ପୂର୍ଣ୍ଣଛେଦ। ଏନେଇ ଆଜି ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି…

କଟକ ଅତରିକ୍ତ ଜିଲ୍ଲା ଦୌରାଜଜଙ୍କ ରାୟ: ବର୍ଷା ଛାଡିବେ ଶାଶୂ ଘର

କଟକ(ଆମ ଟିଭି): ବର୍ଷା-ଅନୁଭବ ବିବାଦ ମାମଲାର ବିଚାର କରି ଆଜି ବର୍ଷା ଶାଶୂ ଘର ଛାଡ଼ିବାକୁ ରାୟ ଦେଇଛନ୍ତି। ଶାଶୂଘର ଛାଡିବାକୁ ବର୍ଷାଙ୍କୁ ପୂର୍ବରୁ ଏସଡିଜେଏମ କୋର୍ଟ ନିର୍ଦେଶ ଦେଇଥିଲେ।…

ଅକ୍ଟୋବର ୧୨ ରେ ପରଦାକୁ ଆସିବ ନୂଆ ଚଳଚ୍ଚିତ୍ର ତୃଷ୍ଣା

ଭୁବନେଶ୍ବର(ଆମ ଟିଭି): ଚଳଚ୍ଚିତ୍ର ‘ତୃଷ୍ଣା’ ର ସୁଟିଂ ସରିଥିବା ବେଳେ ଏହାର ଅଡିଓ ମଧ୍ୟ ରିଲିଜ ହୋଇ ସାରିଛି । ଆମର ମ୍ୟୁଜିକ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନାରେ ଚଳଚ୍ଚିତ୍ର ଟି…

ନୂଆଁଖାଇ ଚାଷୀଙ୍କୁ କାଳିଆ ଭେଟି, ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨ ହଜାର

ଭୁବନେଶ୍ବର(ଆମ ଟିଭି): ନୂଆଁଖାଇ ଚାଷୀଙ୍କୁ କାଳିଆ ଭେଟି । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ଚାଷୀଙ୍କ…

ମୁଖ୍ୟମନ୍ତ୍ରୀଙ୍କୁ ମିଳିବ କ୍ୟାପିଟାଲ୍ ଫାଉଣ୍ଡେସନ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

ଭୁବନେଶ୍ବର(ଆମ ଟିଭି): ମୁଖ୍ୟମନ୍ତ୍ରୀଙ୍କୁ ମିଳିବ କ୍ୟାପିଟାଲ୍ ଫାଉଣ୍ଡେସନ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ। ପ୍ରଶଂସନୀୟ ଓ ଉଲ୍ଲେଖନୀୟ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଦିଲ୍ଲୀରେ ଆପ୍ ସରକାର ନୁହେଁ ପାପ ସରକାର ଚାଲିଛି: ଗୌରବ ଭାଟିଆ

ନୂଆଦିଲ୍ଲୀ(ଆମ ଟିଭି): ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀର ଆପ୍ ସରକାରକୁ ଟାର୍ଗେଟ କରି ଆସୁଛି ବିଜେପି । ଆଉ ଏସବୁ ଭିତରେ ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଅରବିନ୍ଦ…

ଦିଲ୍ଲୀ ବିଧାନସଭାରେ ବହୁମତ ସାବ୍ୟସ୍ତ କରି ବିଜେପି ଉପରେ ବର୍ଷିଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ଆମ ଟିଭି): ଆଜି ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ଅଗ୍ନିପରୀକ୍ଷା । ଏହାସହ ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି । ବିଜେପି ଦ୍ୱାରା ରାଜଧାନୀ ଦିଲ୍ଲୀରେ ଆପ୍…

୨ ହଜାର ୫ କୋଟି ୮୯ ଲକ୍ଷର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୨ ହଜାର ୫ କୋଟି ୮୯ ଲକ୍ଷର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଏହି ମଞ୍ଜୁରୀ ପ୍ରଦାନ କରିଛି ।…

କନ୍ନଡ ସ୍କୁଲ ବହିରେଲେଖା ଅଛି ବୁଲବୁଲ ପକ୍ଷୀ ଉପରେ ବସି ପ୍ରତିଦିନ ଜେଲରୁ ବାହାରୁଥିଲେ ସାବରକର

ବେଙ୍ଗାଲୁରୁ(ଆମ ଟିଭି): ଦକ୍ଷିଣପନ୍ଥୀ ନେତା ବିନାୟକ ଦାମୋଦର ସାବରକଙ୍କୁ ପ୍ରଶଂସା କରି ପ୍ରସ୍ତୁତ ହୋଇଛି ବହି। କର୍ଣ୍ଣାଟକା ସରକାର ୮ମ ଶ୍ରେଣୀ ପିଲାଙ୍କ ପାଠ୍ୟ ପୁସ୍ତକରେ ସାବରକଙ୍କ…

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସ୍ଥଗିତ ରହିଲା ନାସାର ଆର୍ଟେମିସ-୧ ଉତକ୍ଷେପଣ

ନୂଆଦିଲ୍ଲୀ (ଆମ ଟିଭି): ସ୍ଥଗିତ ରହିଲା ନାସାର ଆର୍ଟେମିସ-୧ ଉତକ୍ଷେପଣ । ଆମେରିକାର ସ୍ପେସ ଏଜେନ୍ସି ନାସା ଆର୍ଟେମିସ-୧ ଉତକ୍ଷେପଣକୁ ଶେଷ ମୂହୂର୍ତ୍ତରେ ସ୍ଥଗିତ କରିଛି । ନାସା ପକ୍ଷରୁ ଏ…