ଟ୍ୱିନ୍ ଟାୱାର ମାଟିରେ ମିଶିବା ପରେ କଣ କହିଲେ ଚେୟାରମ୍ୟାନ୍ ଆର.କେ ଆରୋରା ?

ନୋଏଡା (ଆମ ଟିଭି): ଆଖି ପିଛୁଳାକେ ମାଟିରେ ମିଶିଲା ନଏଡାର ଟୁଇନ ଟାୱାର। ଉପରକୁ ଆଖିପାଉ ନଥିବା ନୋଏଡାର ବହୁର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାୱାରକୁ ଆଜି ଭଙ୍ଗାଯିବା ପରେ ମୁହଁ ଖୋଲିଛନ୍ତି…

ନୂଆ ଓଡ଼ିଆ ଚଳଚ୍ଚିତ୍ର “ତୃଷ୍ଣା” ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର (ଆମ ଟିଭି): ଆମର ମ୍ୟୁଜିକ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନା ରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ତୃଷ୍ଣା" ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲ ପରିସରରେ…

ଶ୍ରୀମନ୍ଦିର ଅରୁଣ ସ୍ତମ୍ବରେ ଫାଟ: ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ପୁରୀ (ଆମ ଟିଭି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ଶ୍ରୀମନ୍ଦିର ଜଗମୋହନ ଓ ଗର୍ଭଗୃହରେ ଫାଟ ପରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ…

ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ଭୟଙ୍କର ବନ୍ୟା । ବର୍ତ୍ତମାନ ଦେଶର ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସାରା ଦେଶରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସ୍ୱାତ ଏବଂ ସିନ୍ଧୁ…

‘ନୂଆ ଖାଇ’ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ (ଆମ ଟିଭି): ଆଜି ମନ୍ ବି ବାତ୍ ମାଧ୍ୟମରେ ଦେଶବାସୀଙ୍କୁ ନିଜର ମନର କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ‘ମନ୍ କି ବାତ୍’ରେ ନୂଆ ଖାଇ ଶୁଭକାମନା ଜଣାଇଛନ୍ତି…

ଆଖି ପିଛୁଳାରେ ମାଟିରେ ମିଶିଲା ଟ୍ୱିନ୍ ଟାୱାର

ନଏଡା (ଆମ ଟିଭି): ନୋଏଡାର ଟ୍ୱିନ୍ ଟାୱାର ଶେଷରେ କିଛି ସେକେଣ୍ଡ ମଧ୍ୟରେ ଧ୍ୱଂସ ହୋଇଛି । ଆକଳନ ଅନୁଯାୟୀ, ୧୩ ବର୍ଷରେ ନିର୍ମିତ ଏହି କୋଠାଟି ପ୍ରାୟ ୯ ରୁ ୧୦ ସେକେଣ୍ଡ ମଧ୍ୟରେ ଭୁଶୁଡି…

CWC ବୈଠକ ପୁର୍ବରୁ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଜି-୨୩ ଗ୍ରୁପ ସଦସ୍ୟଙ୍କ ବୈଠକ

ନୂଆଦିଲ୍ଲୀ(ଆମ ଟିଭି): CWC ବୈଠକ ପୁର୍ବରୁ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଜି-୨୩ ଗ୍ରୁପ ସଦସ୍ୟଙ୍କ ବୈଠକ।ରବିବାର କଂଗ୍ରେସ କାର୍ଯ୍ୟକାରୀ(ସିଡବ୍ଲ୍ୟୁସି)ର ରବିବାର ବୈଠକ ହେବାକୁ ଯାଉଛି।…

ସଙ୍କଟରେ ସୋରେନ ସରକାର, ‘ଅଜ୍ଞାତବାସ’ରେ ମେଣ୍ଟ ବିଧାୟକ

ରାଞ୍ଚି (ଆମ ଟିଭି): ଝାଡଖଣ୍ଡରେ ରାଜନୈତିକ ସଙ୍କଟ କ୍ରମଶଃ ବିଗିଡିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ…

ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁ ୟୁ ଲଳିତ, ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ(ଆମ ଟିଭି): ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା, ସୃଷ୍ଟି ହେବ ବିଭିନ୍ନ ପାହ୍ୟାର ୫୬୩ ନୂଆପଦବୀ

ଭୁବନେଶ୍ୱର(ଆମ ଟିଭି): ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବ ୩୬ ନୂଆ ଥାନା। ଏନେଇ ଏହାର ପରିଚାଳନା ପାଇଁ ଇନସପେକ୍ଟର, ସବଇନସପେକ୍ଟର, କନେଷ୍ଟବଳ…