ରାଜ୍ୟରେ ବନ୍ୟା ସ୍ଥିତି ପରଖିଲେ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ବନ୍ୟା ସ୍ଥିତି । ସବୁଠି କେବଳ ପାଣି ଆଉ ପାଣି । ଏହାରି ଭିତରେ ଉପକୂଳ ଓଡିଶା ପରେ ଉତ୍ତର ଓଡିଶାରେ ବର୍ତ୍ତମାନ ବର୍ଷା ଜାରି ରହିଛି ।…

ମୋଦୀଙ୍କୁ ଚିଠି ଲେଖିଲେ ନବୀନ: ଜାଣନ୍ତୁ କାହିଁକି ?

ଭୁବନେଶ୍ୱର (ଆମ ଟିଭି): ଦୀର୍ଘ ଦିନ ପରେ ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ନବୀନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ସିସୋଦିଆଙ୍କୁ ଭାରତରତ୍ନ ଦିଆଯାଉ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ଆମ ଟିଭି): ଇଡ଼ି କବଳରେ ମନୀଷ ସିସୋଦିଆ । ତାଙ୍କ ଘରେ ଇଡି ଚଢାଉ କରିଥିଲା । ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ…

ଇଡି କବଳରୁ ଖସିପାରୁନାହାନ୍ତି ସଞ୍ଜୟ ରାଉତ: ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବଢିଲା ହାଜତ ମିଆଦ ଅବଧି

ମୁମ୍ବାଇ (ଆମ ଟିଭି): ଇଡି କବଳରୁ ଖସିପାରୁନାହାନ୍ତି ସଞ୍ଜୟ ରାଉତ । ମନି ଲଣ୍ଡରିଙ୍ଗ ମାମଲାରେ ଗିରଫ ହୋଇଥିବା ଶିବ ସେନାର ସାଂସଦଙ୍କୁ ବିଚାର ବିଭାଗୀୟ ହାଜତ ମିଆଦ ଅବଧି କୁ ସେପ୍ଟେମ୍ବର ୫…

ରାମୋଜୀ ରାଓଙ୍କୁ ଭେଟିଲେ ଅମିତ ଶାହ, ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣି ଥରେ ଏନଡିଏରେ ସାମିଲ ନେଇ ବଢିଲା ଚର୍ଚ୍ଚା

ହାଇଦ୍ରାବାଦ(ଆମ ଟିଭି):  ଗୃହମନ୍ତ୍ରୀ ଅମିତ ସାହା ତେଲଙ୍ଗାନା ଗସ୍ତରେ ଥିବା ବେଳେ ମିଡିଆ ବାଦସାହା ତଥା ଚଳଚିତ୍ର ନିର୍ମାତା ରାମୋଜୀ ରାଓଙ୍କୁ ସାକ୍ଷାତ କରିଛନ୍ତି। ସାହା ରାମୋଜୀ ଫିଲ୍ମ…

ଅମୃତ ପିଉଛନ୍ତି ପଡ଼ୋଶୀ, ଗରଳ ପିଉଛି ଓଡ଼ିଶା

ଭୁବନେଶ୍ବର(ଆମ ଟିଭି): ଅମୃତ ପିଉଛନ୍ତି ପଡ଼ୋଶୀ, ଗରଳ ପିଉଛି ଓଡ଼ିଶା। ଏ କଥାର କହିବାର ତାତ୍ପଜ୍ୟ ଖରାଦିନେ ବ୍ୟାରେଜ ଦ୍ବାରା ପାଣି ଅଟକାଇ ଲାଭ ନେଉଛନ୍ତି ପଡୋଶୀ ରାଜ୍ୟ। ହେଲେ ପ୍ରବଳ…

ବନ୍ୟାଞ୍ଚଳରେ ବଢୁଛି ରୋଗ, ମାଗଣାରେ ସାନିଟାରୀ ପ୍ୟାଡ୍‌ ଦେବେ ସରକାର

ଭୁବନେଶ୍ବର(ଆମ ଟିଭି): ବନ୍ୟାଞ୍ଚଳରେ ବଢୁଛି ରୋଗ। ମ୍ୟାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ବି ବଢୁଛି। ବନ୍ୟା ପ୍ରଭାବିତ ୧୪ ଜିଲ୍ଲାରେ ୨୩,୩୬୭ ଜଣ ଲୋକ ଚିକତ୍ସିତ ହେଉଛନ୍ତି ।…

ଆମୀରଙ୍କ ପାଇଁ ବଢ଼ିଲା ଅଡୁଆ: ‘ଲାଲ ସିଂ ଚଢ଼ା’ର ରାଇଟ୍ସ କିଣିବା ଚୁକ୍ତି ବାତିଲ କଲା ନେଟଫ୍ଲିକ୍ସ

ନୂଆଦିଲ୍ଲୀ(ଆମ ଟିଭି): ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହେବାରେ ଲାଗିଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା…

କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…

ଆଇଜୋଲ୍‌ (ଆମ ଟିଭି): ଡାକ୍ତରଙ୍କୁ ମାଡ଼ ମାରିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ। ଏହି ଭିଡିଓ ଭାଇରାଲ୍‌ ହେବା ପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଏପରି ଘଟଣା ମିଜୋରମରେ…

ଓଡିଶା ଉପରେ ‘ଆପ୍’ର ନଜର, ବିଜେଡିର ବିକଳ୍ପ ହେବ କି ଦଳ ?

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ, ପଞ୍ଜାବରେ ସରକାର ଗଢିବା ପରେ ଏବେ ସାରା ଦେଶରେ ପାଦ ଥାପିବାକୁ ଲକ୍ଷ୍ୟ ରଖିଛି ଆମ୍ ଆଦମୀ ପାର୍ଟି । ଓଡିଶାରେ ବିଜେଡି-ବିଜେପି ଗୋଟିଏ ଦଳ କହି ବିକଳ୍ପ ଦଳ…