୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ପୂରଣ ହେବ ଭୁବନେଶ୍ୱରରୁ ଜୟପୁର ବିମାନ ସେବା । ଆସନ୍ତା ୩୧ ତାରିଖରୁ ଭୁବନେଶ୍ବରରୁ ଜୟପୁରକୁ ବିମାନ ଚଳାଚଳ ସେବା ଆରମ୍ଭ ହେବ।…

ଅଣନିଶ୍ୱାସୀ ଦିଲ୍ଲୀବାସୀ: ବଢୁଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ (ଆମ ଟିଭି): ଅଣନିଶ୍ୱାସୀ ଦିଲ୍ଲୀ: ଲଠି ନିଶ୍ୱାସ ନେବା ବି କଷ୍ଟ । ଏଭଳି ସ୍ଥିତି ଏବେ ରାଜଧାନୀ ଦିଲ୍ଲୀରେ । ରାଜଧାନୀ ନୂଆଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦ୍ୟୁଷଣ । ଧୀରେ ଧୀରେ…

ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରି: ଓଡ଼ିଶା ହାଇକୋର୍ଟ

କଟକ (ଆମ ଟିଭି): ଓଡ଼ିଶା ହାଇକୋର୍ଟ ଶୁଣାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରି । କୌଣସି ସରକାରୀ କର୍ମଚାରୀଙ୍କର ଚାକିରିରେ ଥାଇ ମୃତ୍ୟୁ…

ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର

ପୁରୀ (ଆମ ଟିଭି): ବିପଦରେ ପୁରୀ ଶ୍ରୀମନ୍ଦିର । ଏଭଳି ଖବର ଆସିବା ପରେ ଏବେ ସମସ୍ତେ ଚିନ୍ତାରେ । ବର୍ତ୍ତମାନ ସମୟରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ନେଇ ଆସିଚି ଏକ ବଡ଼ ଖବର । ପୁରୀ…

ଚଳଚ୍ଚିତ୍ର “ପ୍ରତୀକ୍ଷା” ଦକ୍ଷିଣ ଏସିଆନ ଫିଲ୍ମ ଫେଷ୍ଟିଭାଲ ରେ ସ୍ଥାନିତ

ଭୁବନେଶ୍ୱର(ଆମ ଟିଭି): ଆଇଏଫଏଫଆଇରେ ପ୍ରଥମ ଥର ପରେ ଏବେ ଡିସିଏସଏଏଫଏଫରେ ପ୍ରଦର୍ଶନ ତାଲିକାରେ ବି ସ୍ଥାନ ପକ୍କା କରିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ୱାଶିଂଟନ୍ ଡିସି ଏଏମସି ମଣ୍ଟୋଗୋମେରି…

ପୁଣି ଏକାଠି ହେବେ କି ଶିବସେନା ଓ ବିଜେପି

ମୁମ୍ବାଇ: ପୁଣି ଥରେ ନିକଟତର ହେବାକୁ ଯାଉଛନ୍ତି ଫଡ଼ଣବିସ ଓ ଉଦ୍ଧବ ଠାକରେ। ମହାରାଷ୍ଟ୍ର ରାଜନୀତିରେ ପୁଣି ଏମିତି କିଛି ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ନିକଟରେ…

ପାକିସ୍ତାନ ସରକାରଙ୍କୁ ଇମ୍ରାନଙ୍କ ଚେତାବନୀ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣିଥରେ ଶେହବାଜ ଶରିଫ୍‌ ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି। ଇମ୍ରାନ୍ ଭାରତର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି ଓ…

ଆମେରିକାରେ ପ୍ରାଣ ହରାଇଲେ ୩ ଭାରତୀୟ, ଜାଣନ୍ତୁ କେମିତି

ନ୍ୟୁୟର୍କ: ଆମେରିକାରୁ ଆସିଛି ଦୁଃଖଦ ଖବର। ଏଠାରେ ପାଠପଢ଼ୁଥିବା ୩ ଜଣ ଭାରତୀୟ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୱେଷ୍ଟର୍ଣ୍ଣ ମାସଚୁସେଟ୍ଟସ୍‌ ନିକଟରେ ଛାତ୍ରମାନେ ଯାଉଥିବା…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଭାରତରେ ଛପା ଯାଉଥିବା ଟଙ୍କାରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋକୁ ସ୍ଥାନ ଦେବା ପାଇଁ ପୂର୍ବରୁ ଦାବି କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏ ଦିଗରେ ଆଉ…

ତାମିଲନାଡ଼ୁ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କଣ

ଚେନ୍ନାଇ: ତାମିଲ୍‌ନାଡୁ ସରକାର ତାଙ୍କ ରାଜ୍ୟରେ ଏକ ନୂଆ ଟ୍ରାଫିକ୍‌ ନିୟମ ଲଗାଇଛନ୍ତି। ଏହି ଟ୍ରାଫିକ୍‌ ନିୟମ ଅନୁସାରେ ରାଇଡ୍‌ କ୍ୟାନ୍‌ସଲ୍‌ କଲେ ଦେବାକୁ ହେବ ଜରିମାନା। ତେବେ ଏହି…