ତାଇୱାନ ଉପରେ ଅମେରିକାର ନଜର: ନାନ୍ସି ପେଲୋସିଙ୍କ ପରେ ପହଞ୍ଚିଲେ ଆମେରିକା ସାଂସଦ ପ୍ରତିନିଧିମଣ୍ଡଳ

ନୂଆଦିଲ୍ଲୀ (ଆମ ଟିଭି): ତାଇୱାନ ଉପରେ ନଜର ପକାଇଛି ଆମେରିକା । ଆମେରକା ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତର ୧୨ ଦିନ ପରେ ଆମେରିକା ସାଂସଦଙ୍କ ପ୍ରତିନିଧିମଣ୍ଡଳ ତାଇୱାନରେ ପହଞ୍ଚିଛନ୍ତି…

ଆସନ୍ତାକାଲି ଓଡ଼ିଶାର ୧୫ ପୋଲିସଙ୍କୁ ମିଳିବ ସେବା ପଦକ

ଭୁବନେଶ୍ୱର (ଆମ ଟିଭି): ସୋମବାର ଦେଶ ପାଳିବ ୭୬ତମ ସ୍ୱାଧୀନତା ଦିବସ । ଏହି ଦିବସ ଉପଲକ୍ଷେ ଓଡିଶାର ୧୫ ଜଣ ପୋଲିସଙ୍କୁ ମିଳିବ ମେଡାଲ । ଗୃହମନ୍ତ୍ରାଳୟ ପକ୍ଷରୁ ପୋଲିସ ସେବା ମେଡାଲ ଘୋଷଣା…

ରାତି ପାହିଲେ ୭୬ତମ ସ୍ୱାଧୀନତା ଦିବସ: ୪ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ (ଆମ ଟିଭି): ଅଗଷ୍ଟ ୧୫ ପୂର୍ବରୁ ୪ ଆତଙ୍କବାଦୀ ଗିରଫ । ଏକ ମିଳିତ ଅପରେସନରେ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ମିଳିତ କମ୍ବିଂରେ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଜାଣନ୍ତୁ କ’ଣ କହିଲେ ?

ନୂଆଦିଲ୍ଲୀ (ଆମ ଟିଭି): ରାତି ପାହିଲେ ଦେଶ ପାଳିବ ୭୬ ତମ ସ୍ୱାଧୀନତା ଦିବସ । ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଦିବସର…

ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ଗର୍ଜିବ କଂଗ୍ରେସ

ନୂଆଦିଲ୍ଲୀ(ଆମ ଟିଭି): ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ଥରେ ରାଜରାସ୍ତାରେ ଗର୍ଜନ କରିବ କଂଗ୍ରେସ। ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ…

ଭାରତର ଓ୍ବାରେନ ବଫେଟ୍ ରାକେଶ ଝୁନଝୁନଓ୍ବାଲାଙ୍କ ପରଲୋକ

ନୂଆଦିଲ୍ଲୀ (ଆମ ଟିଭି): ବିଶିଷ୍ଟ ବ୍ୟବସାୟୀ ତଥା ଭାରତର ଓ୍ବାରେନ ବଫେଟ୍ ରାକେଶ ଝୁନଝୁନଓ୍ବାଲାଙ୍କ ପରଲୋକ । ୬୨ ବର୍ଷ ବୟସରେ ଶେନ ନିଶ୍ବାସ ତ୍ୟାଗ କରିଛନ୍ତି ଷ୍ଟକ୍ ମାର୍କେଟର ଜିଆଣ୍ଟସ୍‌…

ମମତାଙ୍କୁ ବଦନାମ କଲେ ଆମେ ମାଡ ମାରିବୁ: ଟିଏମସି ବିଧାୟକ

କୋଲକାତା(ଆମ ଟିଭି): ଆମର ନେତ୍ରୀ ମମତା ବାନାର୍ଜୀଙ୍କୁ ବଦନାମ କଲେ ଆମେ ମାଡ ମାରିବୁ | ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଲଗାତାର ଟିଏମସି(ତୃଣମୂଳ କଂଗ୍ରେସ) ନେତାଙ୍କ ଉପରେ…

ପୁଣି ଶ୍ରୀମନ୍ଦିର ପରିସରରେ ଅଭାବନୀୟ ଘଟଣା: ଶ୍ରୀମନ୍ଦିର ଉପରେ ଚଢ଼ିଲା ଯୁବକ

ପୁରୀ(ଆମ ଟିଭି): ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା । ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଲେ ଜଣେ ଯୁବକ। ଯୁବକ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢ଼ିଲେ। ଚୁନରା ତାଙ୍କୁ ଉଦ୍ଧାର…

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ବିଭାଗ ଭାଗ ବଣ୍ଟା: ଦେବେନ୍ଦ୍ର ଫଡନାଭିସଙ୍କୁ ଗୃହ ଓ ଅର୍ଥ ବିଭାଗ

ମୁମ୍ବାଇ(ଆମ ଟିଭି): ଲମ୍ବା ସମୟ ଅପେକ୍ଷା ପରେ ଏବେ ସିନେ୍ଧ ସରକାରରେ ମନ୍ତ୍ରୀ ମଣ୍ଡଳ ବଣ୍ଟା ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧଙ୍କୁ ଏମଆରଡିସି ଓ ସହରୀ ବିକାଶ ବିଭାଗର ଦାୟିତ୍ୱ…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି କିଶୋରୀଙ୍କୁ କ୍ୟାନସର ଟିକା

ଭୁବନେଶ୍ବର(ଆମ ଟିଭି): କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ସୁରକ୍ଷା କବଚ । ୯ରୁ ୧୩ ବର୍ଷୀୟ…