ଦୁର୍ବଳ ହେଲା ଅବପାତ : ୧୯ରେ ଆଉ ଏକ ଲଘୁଚାପ, ପୁଣି ବର୍ଷିବ

ଭୁବନେଶ୍ୱର(ଆମ ଟିଭି): ଗତକାଲିର ଅବପାତ ଗତ ୩ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୩ କିମି ବେଗରେ ଗତିକରି ବର୍ତ୍ତମାନ ପୂର୍ବ ରାଜସ୍ଥାନ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-ମଧ୍ୟପ୍ରଦେଶ ଅଞ୍ଚଳରେ…

ବିଦେଶରେ ତିରଙ୍ଗା ଉଡ଼ାଇ ଶ୍ରୀଜଗନ୍ନାଥ ସଂସ୍କୃତିର ଚର୍ଚ୍ଚା କଲେ ଗଜପତି

ଭୁବନେଶ୍ୱର (ଆମ ଟିଭି) : ବିଦେଶରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଶ୍ରୀଜଗନ୍ନାଥ ସଂସ୍କୃତି ଚର୍ଚ୍ଚା। ସେ ତାଞ୍ଜାନିଆ ଭ୍ରମଣ ଅବସରରେ, ଅଗଷ୍ଟ ୧୩ ତାରିଖ ଦିନ ଓଡିଆ ସମାଜ,…

ଦିଲ୍ଲୀରେ ବିହାର ବିଜେପି କୋର କମିଟିର ବୈଠକ, ନିତିଶଙ୍କୁ ଚେକ୍ ଦେବାକୁ ସାହଙ୍କ ନୂଆ ରଣନୀତି

ନୂଆଦିଲ୍ଲୀ(ଆମ ଟିଭି): ବିହାର ରାଜନାତୀର ପ୍ରଭାବ ଦିଲ୍ଲୀରେ ଦେଖିବାକୁ ମିଳିଛି । ମଙ୍ଗଳବାର ଗୋଟିଏ ପଟେ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ସରକାରର କ୍ୟାବିନେଟ ସଂପ୍ରସାରଣ ହୋଇଛି,…

‘ଆମେ ସରକାର ଚଲଉନି ବରଂ ମ୍ୟାନେଜ୍‌ କରୁଛୁ’: କର୍ଣ୍ଣାଟକ ଆଇନ ମନ୍ତ୍ରୀ

ବେଙ୍ଗାଲୁରୁ (ଆମ ଟିଭି): ‘ଆମେ ସରକାର ଚଲଉନୁ ବରଂ ମ୍ୟାନେଜ୍‌ କରୁଛୁ’। କର୍ଣ୍ଣାଟକ ଆଇନ ମନ୍ତ୍ରୀ ଜେସି ମଧୁସ୍ବାମୀଙ୍କ ଏକ କଲ୍‌ ରେକର୍ଡିଂ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ବିହାରରେ ମହାଗଠବନ୍ଧନ ସରକାରର କ୍ୟାବିନେଟ ସମ୍ପ୍ରସାରଣ, ମନ୍ତ୍ରୀ ଭାବରେ ଶପଥ ନେଲେ ୩୦ରୁ ଅଧିକ ବିଧାୟକ

ପାଟନା(ଆମ ଟିଭି): ନିତିଶ କୁମାରଙ୍କ ନେତୃତ୍ୱାଧୀନ ବିହାରରେ ମହାଗଠବନ୍ଧନ ସରକାରର କ୍ୟାବିନେଟ ସମ୍ପ୍ରସାରଣ । ମନ୍ତ୍ରୀ ଭାବରେ ଶପଥ ନେଲେ ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ହିନ୍ଦୁସ୍ତାନ…

କିଏ ହେବ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ: ରାହୁଲଙ୍କୁ ମନାଇବାରେ ବିଫଳ କଂଗ୍ରେସ

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ବୁଡ଼ି ବୁଡ଼ି ଯାଉଥିବା କଂଗ୍ରେସକୁ କିଏ ଉଦ୍ଧାର କରିବ? କିଏ ହେବ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ। କଂଗ୍ରେସ ପାଇଁ ଏହା ଏକ ଅବୁଝା ଅଙ୍କରେ ପରିଣତ ହୋଇଛି।…

ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ଗୁଇନ୍ଦା ଜାହାଜ

ନୂଆଦିଲ୍ଲୀ (ଆମ ଟିଭି): ଭାରତକୁ ଟକ୍କର ଦେବାପାଇଁ ଚୀନ ଖେଳୁଛି ଚାଲ । ଭାରତର କଡା ବିରୋଧ ଓ ଲଗାତର ଚେତାବନୀ ସତ୍ତ୍ୱେ ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ସାଟେଲାଇଟ୍ ଓ ମିସାଇଲ୍ ଟ୍ରାକିଂ…

ପୁଣି ପାକିସ୍ତାନରେ ଅବତରଣ କଲା ଚାର୍ଟର ବିମାନ: ଜାଣନ୍ତୁ କାହିଁକି ?

କରାଚି(ଆମ ଟିଭି): ପୁଣି ପାକିସ୍ତାନରେ ଜରୁରୀ ଅବତରଣ କଲା ଚାର୍ଟର ବିମାନ । ଗତ କିଛି ଦିନରୁ ଭାରତର ଅନେକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳୁଛି । ସ୍ପାଇସ ଜେଟ ସହିତ ଅନ୍ୟାନ୍ୟ…

ବନ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ଜଟିଳ ହେଉଛି ବନ୍ୟା ପରିସ୍ଥିତି । ଯେଉଁଠି ଦେଖିବ ଖାଲି ପାଣି ଆଉ ପାଣି । ଏହା ପାଇଁ ସଜାର ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ…

ଫିଫାରୁ ନିଲମ୍ବନ ହେଲା ଏଆଇଏଫଏଫ୍: ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ(ଆମ ଟିଭି): ଫିଫାରୁ ନିଲମ୍ବନ ହେଲା ଏଆଇଏଫଏଫ୍ । ସଦସ୍ୟ ପଦରୁ ହେଲା ବିଦା । ବିଶ୍ବ ଫୁଲବଲର ଶୀର୍ଷ ସଂଗଠନ ବା ଗଭର୍ଣ୍ଣିଂ ବଡି ଫିଫା ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍…