ପୁଣି ଥରିଲା କାବୁଲ: ଋଷ ଦୂତାବାସ ବାହାରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ (ଆମ ଟିଭି): ପୁଣି କାବୁଲରେ ବିସ୍ଫୋରଣ । ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଋଷ ଦୂତାବାସ ବାହାରେ ହୋଇଥିବା ଏହି ଧମାକାରେ ୨୦ ଲୋକଙ୍କ…

ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଇଶ୍ୱର ନାୟକ

ନୂଆଦିଲ୍ଲୀ (ଆମ ଟିଭି): ଆଜି ହେଉଛି ପବିତ୍ର ଗୁରୁ ଦିବସ । ସବୁଠି ଗୁରୁମାନଙ୍କୁ ପୂଜା କରାଯାଉଛି । ଏହାରି ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୪୫ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ…

ଆସ୍ଥା ଭୋଟ ଜିତିଲେ ହେମନ୍ତ ସୋରେନ୍‌, କହିଲେ ଲୋକେ ରେସନ୍‌ କିଣନ୍ତି କିନ୍ତୁ ‘ବିଜେପି’ କିଣେ ବିଧାୟକ

ରାଞ୍ଚି(ଆମ ଟିଭି): ଝାଡଖଣ୍ଡରେ ଦୀର୍ଘ ସମୟର ରାଜନୈତିକ କଳ୍ପନା ଜଳ୍ପନା ଭିତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଜିତିଛନ୍ତି ଆସ୍ଥା ଭୋଟ। ସରକାରଙ୍କ ପକ୍ଷରେ ପଡିଛି ୪୮ଟି ଭୋଟ। ଏହି…

ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଗ୍ରହଣ ସମାରୋହରେ ସାମିଲ ହେବାକୁ ଯାଇ ମାତାଲ ହୋଇ ବିଜେଡି ବିଧାୟକ ଓ ନେତା ହଟ୍ଟହଟ୍ଟା

ଭୁବନେଶ୍ୱର(ଆମ ଟିଭି): ରବିବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଘରୋଇ ଅନୁଷ୍ଠାନ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀରେ ଲାଇଫଟାଇମ୍…

ଏଣିକି PDS ଚାଉଳ ହିତାଧିକାରୀଙ୍କୁ ମିଳିବ ଭିଟାମିନଯୁକ୍ତ ଚାଉଳ

ଭୁବନେଶ୍ୱର(ଆମ ଟିଭି): PDS ଚାଉଳ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏଣିକି ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କୁ ଭିଟାମିନଯୁକ୍ତ ଚାଉଳ ମିଳିବ । ପୂର୍ବରୁ ସମ୍ବଲପୁର, ବରଗଡ଼…

ବିରାଟ କୋହଲିଙ୍କ ଦମଦାର ୬୦ ରନ୍ ବଳରେ ପାକିସ୍ତାନକୁ ୧୮୨ ରନ୍ ବିଜୟ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ(ଆମ ଟିଭି): ବିରାଟ କୋହଲିଙ୍କ ଦମଦାର ୬୦ ରନ୍ ବଳରେ ପାକିସ୍ତାନକୁ ୧୮୨ ରନ୍ ବିଜୟ ଲକ୍ଷ୍ୟ ଦେଲା ଭାରତ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ଖେଳାଯାଉଥିବା ଏସିଆ କପ ସୁପର-୪…

ଆସୁଛି ରାଜ୍ୟ ସରକାରଙ୍କ ଆଉ ଏକ ନୂଆ ଯୋଜନା ‘ଛତା’

ଭୁବନେଶ୍ୱର(ଆମ ଟିଭି): ରାଜ୍ୟ ସରକାର ଏବେ ପୁଣି ଏକ ‘କମ୍ୟୁନିଟି ହାର୍ଣ୍ଣେସିଙ୍ଗ ଆଣ୍ଡ ହାରଭେଷ୍ଟିଙ୍ଗ ରେନ ୱାଟର ଆର୍ଟଫିସିଆଲି ଫର୍ମ ଟେରାସ ଟୁ ଆକ୍ୱିଫାୟାର’ (ଛତା) ନାମରେ ନୂଆ ଯୋଜନା…

ନୂଆ ଦଳ ଗଢ଼ିବେ ଗୁଲାମନବୀ, ଦଳର ନାମ ଓ ପତାକା ସ୍ଥିର କରିବେ ଜମ୍ମୁ କାଶ୍ମୀରବାସୀ

ନୂଆଦିଲ୍ଲୀ(ଆମ ଟିଭି): ନୂଆ ଦଳ ଗଢ଼ିବେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦ । ସପ୍ତାହକ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଲାମନବୀ ନୂଆ ଦଳ ଗଢ଼ିବାକୁ ଘୋଷଣା କରିଥିଲେ ।…

ପରଲୋକରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ

ମୁମ୍ବାଇ (ଆମ ଟିଭି): ପରଲୋକରେ ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀ। ମୁମ୍ବାଇର ପଲଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ପ୍ରଭାରୀ ସୁନୀଲ ବଂସଲ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ସଶକ୍ତ ହେବ ଭାରତୀୟ ଜନତା ପାର୍ଟି। ବିଜେଡି କୁ ଟକ୍କର ଦେବାକୁ ଆରମ୍ଭ ହେବ ନୂଆ ରଣନୀତି। ଇଥି ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଜ୍ୟ…