ଏସିଆ କପ୍: ଭାରତ- ପାକିସ୍ତାନ ମ୍ୟାଚ୍ ଡ୍ର

ନୂଆଦିଲ୍ଲୀ (ଆମ ଟିଭି): ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ପୁଲ ଏର ପ୍ରଥମ ମ୍ୟାଚ୍‌ରେ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ସହ ୧-୧ରେ ମ୍ୟାଚ୍ ଡ୍ର ରହିଛି। ଭାରତ ନବମ ମିନିଟରେ…

କାର-ବାଇକ ମୁହାଁମୁହିଁ ଧକ୍କା, ସ୍ବାମୀ-ସ୍ତ୍ରୀ ମୃତ

ବରଗଡ( ଆମ ଟିଭି): ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲିରେ ଅଘଟଣ। ଭାରସାମ୍ୟ ହରାଇ କାର-ବାଇକ ମୁହାଁମୁହିଁ ଧକ୍କା ଫଳରେ ସ୍ବାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତି…

ସିଗାରେଟ୍‌ ପାଇଁ ଛୁରୀ ଭୂଷି ମାରିଦେଲେ

ଅନୁଗୋଳ( ଆମ ଟିଭି): ଅନୁଗୋଳରେ ଅଭାବନୀୟ ଘଟଣା । ସିଗାରେଟ୍‌ ପାଇଁ ଛୁରୀ ଭୂଷି ମାରିଦେଲେ। ମୃତକ ହେଲେ ଅନୁଗୋଳ କାଙ୍ଗୁଲା ନୂଆଁସାହିର ଲଳିତ ସାହୁ (ଲିଟୁ) । ଛୁରା ମାଡ଼ କରିଥିବା ବ୍ୟକ୍ତି…

ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି

ଭୁବନେଶ୍ବର(ଆମ ଟିଭି ): ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତନ ନେଇ ଦୀର୍ଘଦିନ ଧରି ଯେଉଁ ଚର୍ଚ୍ଚା ହେଇଆସୁଥିଲା ସେଥିରେ ଦ ଏଣ୍ଡ ହୋଇଛି। ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା…

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ: ଫାଇଭ ଷ୍ଟାର ମାନ୍ୟତା ଦେଲେ କ୍ରିଟିକ୍ସ

ଭୁବନେଶ୍ୱର(ଆମ ଟିଭି) : ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଚଳଚ୍ଚିତ୍ର ? ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡିଆ ଦର୍ଶକ ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର…

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ 

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍) : ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଚଳଚ୍ଚିତ୍ର?  ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡିଆ ଦର୍ଶକ ? ଏମିତି ଅନେକ ଅସମାହିତ ପ୍ରଶ୍ନର…

ମେ ୩୦ ରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ସୁନା ଝିଅ’

ଭୁବନେଶ୍ୱର(ଆମ ଟିଭି) : ଜୀ ସାର୍ଥକରେ ପୁଣି ଏକ ନୂଆ ସିରିୟଲ ଆରମ୍ଭ ହେବାକୁ ଯାଉଛି । ଯାହାର ନାଁ ରହିଛି 'ସୁନା ଝିଅ' । ଆସନ୍ତା ମେ ୩୦ ରୁ ପ୍ରତ୍ୟେକ ଦିନ ସଂଧ୍ୟା ୭. ୩୦ମିନିଟ୍ ରେ…

ଟୋକିଓରେ ପହଞ୍ଚିଲେ ମୋଦି, ୨୩ ବୈଠକରେ ଅଂଶଗ୍ରହଣ କରିବେ

ନୂଆଦିଲ୍ଲୀ(ଆମ ଟିଭି ): ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମେ ୨୪ରେ ହେବାକୁ ଥିବା କ୍ୱାଡ ଶିଖର…

ପଶ୍ଚିମବଙ୍ଗ ବିଜେପିକୁ ଶକ୍ତ ଝଟକା: ୩ବର୍ଷ ପରେ ପୁଣି ଟିଏମସି ଫେରିଲେ ଅର୍ଜୁନ ସିିଂହ

କୋଲକାତା(ଆମ ଟିଭି): ପଶ୍ଚିମବଙ୍ଗ ବିଜେପିକୁ ଲାଗିଛି ଶକ୍ତ ଝଟକା। ୩ବର୍ଷ ପରେ ପୁଣି ଟିଏମସି ଫେରିଛନ୍ତି ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂହ। ପୂର୍ବରୁ ଏନେଇ ଚର୍ଚ୍ଚା ଜୋର…

ଦ.ଆଫ୍ରିକା ବିପକ୍ଷ ଟି-୨୦ ପାଇଁ ଟିମ୍ ଇଣ୍ଡିଆ ତାଲିକା ଘୋଷଣା: ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ( ଆମ ଟିଭି): ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ରବିବାର ଭାରତୀୟ ଦଳଙ୍କ ତାଲିକା ଘୋଷଣା କରାଯାଇଛି। ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଯେଉଁଥିରେ…