ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍

ଭୁବନେଶ୍ୱର (ଆମ ଟିଭି): ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ । ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ସର୍ତ୍ତ…

ଶପଥ ନେଲେ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ (ଆମ ଟିଭି): ଭାରତ ରଚିଲା ଆଉ ଏକ ନୂଆ ଇତିହାସ । ଭାରତ ଇତିହାସରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ ।…

ମଙ୍ଗଳବାର ସୋନିଆଙ୍କୁ ଜେରା କରିବ ଇଡି: ପୁଣି ବିରୋଧ ପ୍ରଦର୍ଶନ କରିବ କଂଗ୍ରେସ

ନୂଆଦିଲ୍ଲୀ (ଆମ ଟିଭି): ସୋମବାର ନୁହେଁ ମଙ୍ଗଳବାର ପୁଣି ସୋନିଆ ଗାନ୍ଧୀଙ୍କୁ ଜେରା କରିବ ଇଡି । ନ୍ୟାସନାଲ ହେରାଲ୍ଡ ମାମଲାର ତଦନ୍ତରେ ଯୋଗଦେବା ପାଇଁ ଇଡି ଜୁଲାଇ ୨୬ ରେ କଂଗ୍ରେସ ସଭାପତି…

ୟୁକ୍ରେନକୁ ଲଢୁଆ ବିମାନ ଯୋଗାଇବ ଆମରିକା

(ଆମ ଟିଭି ବ୍ୟୁରୋ): ୩ ମାସରୁ ଅଧିକ ସମୟ ହେଲା ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଆମେରିକା ସରକାର ରୁଷ ଆକ୍ରମଣର ମୁକାବିଲା କରିବାକୁ ୟୁକ୍ରେନକୁ ଲଢୁଆ ବିମାନ ଯୋଗାଇବା ସମ୍ପର୍କରେ…

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ

ଭୁବନେଶ୍ୱର(ଆମ ଟିଭି): ରାଷ୍ଟ୍ରପତି ଭାବେ ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ସବୁଠି ଉତ୍ସବର ମାହୋଲ ଚାଲିଛି | ଭିନ୍ନ ଭିନ୍ନ ଢଙ୍ଗରେ ଓଡିଶାବାସୀ ଉତ୍ସବ…

ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ: ଜାଣନ୍ତୁ ଦେଶବାସୀଙ୍କୁ କ’ଣ କହିଲେ?

ନୂଆଦିଲ୍ଲୀ (ଆମ ଟିଭି): ଆଜି ଦେଶକୁ ସମ୍ବୋଧିତ କରିଛନ୍ତି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଭାରତ ଭଳି ଦେଶକୁ ଆଗେଇ ନେବା ତାଙ୍କ ପାଇଁ…

ଦମ୍ଭ ଦେଖାଇଲେ ବିରାଟ, ଦେଶକୁ ବିଶ୍ୱକପ ଜିତିବା ପାଇଁ ମୁଁ କିଛିବି କରିପାରିବି

ନୂଆଦିଲ୍ଲୀ(ଆମ ଟିଭି): ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ ପ୍ରାୟ ଏକ ବର୍ଷ ହେଲା ନିଜର ଖରାପ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ବିରାଟ କୋହଲିଙ୍କ ପରି ବ୍ୟାଟ୍ସମ୍ୟାନ…

ଅନେକ ଥର ମୁଁ ଅନୁଭବ କରେ ଯେ ମୋତେ ରାଜନୀତି ‌ଛାଡ଼ିଦେବା ଉଚିତ୍: ନିତିନ ଗଡକରୀ

ନୂଆଦିଲ୍ଲୀ(ଆମ ଟିଭି): ରାଜନୀତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ। ରବିବାର ଦିନ ଏକ କାର୍ଯ୍ୟକ୍ରମରେ ନିତିନ ଗଡକରୀ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଥିଲେ…

ପ୍ରକୃତି ବାବୁର ପ୍ରକୃତ ବନ୍ଧୁ ନୁହନ୍ତି, ବନ୍ଧୁତାର ଡେଫିନେସନ ବୁଝାଇଲେ ଅପରାଜିତା

ଭୁବନେଶ୍ୱର (ଆମ ଟିଭି):ପ୍ରକୃତି ବାବୁର ପ୍ରକୃତ ବନ୍ଧୁ ନୁହନ୍ତି ଏକଥା ଆଜି ଗଣମାଧ୍ୟମରେ କହିଛନ୍ତି ବରିଷ୍ଠ ଅଭିନେତ୍ରୀ ତଥା ବାବୁଶାନଙ୍କ ମା ଅପରାଜିତା ମହାନ୍ତି। ଏହାସହ ଅପରାଜିତା ଆଜି …

କେଜ୍ରିୱାଲଙ୍କ କାର୍ଯ୍ୟକ୍ରମରେ ଲାଗିଲା ମୋଦିଙ୍କ ଫୋଟୋ, ସରଗରମ ହେଲା ଦିଲ୍ଲୀ ରାଜନୀତି

ନୂଆଦିଲ୍ଲୀ(ଆମ ଟିଭି): କେଜ୍ରିୱାଲଙ୍କ କାର୍ଯ୍ୟକ୍ରମରେ ଲାଗିଲା ମୋଦିଙ୍କ ଫୋଟୋ, ସରଗରମ ହେଲା ଦିଲ୍ଲୀ ରାଜନୀତି। ଗୋଟିଏ ପଟେ ଆମ ଆଦମୀ ପାର୍ଟି, ଅନ୍ୟପଟେ ବିଜେପି। ମୁଖ୍ୟମନ୍ତ୍ରୀ ଅରବିନ୍ଦ…