ବଜେଟ୍ 2026: ପୁଣି ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶାଢ଼ୀ, ଅର୍ଥନୀତି ସହିତ ସଂସ୍କୃତିର ସନ୍ଦେଶ,…

ନୂଆଦିଲ୍ଲୀ(ଆମ ଟିଭି): ବଜେଟ୍‌ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍‌ । ସଂସଦରେ ବଜେଟ୍‌ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା ।…

ମୟୁରଭଞ୍ଜ ଉତ୍ସବ ୨୦୨୬ ଦ୍ଵିତୀୟ ସନ୍ଧ୍ୟା

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ଵର ଜାନୁଆରୀ ୩୧ ଦ୍ଵିତୀୟ ସନ୍ଧ୍ୟାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ମଣ୍ଡପ ଠାରେ ମୟୁରଭଞ୍ଜ ସାଂସ୍କୃତିକ ସଂସଦ, ଭୁବନେଶ୍ଵର ଦ୍ଵାରା…

ପ୍ରଣୟ ଜେଠୀ “ବେଷ୍ଟ ମିଡ଼ିଆ ପ୍ଲାନର ସମ୍ମାନ ୨୦୨୫”ରେ ସମ୍ମାନିତ* 

ଉତ୍କର୍ଷ ଓଡ଼ିଶା ତରଫରୁ "ବେଷ୍ଟ ମିଡ଼ିଆ ପ୍ଲାନର ସମ୍ମାନ ୨୦୨୫ରେ ଶ୍ରୀଯୁକ୍ତ ପ୍ରଣୟ ଜେଠୀ ସମ୍ମାନିତ ହୋଇଛନ୍ତି l ଯୁବ ଉଦ୍ୟୋଗୀ ଭରତ ପ୍ରଧାନଙ୍କ ଦ୍ୱାରା ଆୟୋଜିତ ଉତ୍କର୍ଷ ଓଡ଼ିଶା…

ସୁନେତ୍ରା ପୱାର ରାଜ୍ୟସଭାରୁ ଦେଲେ ଇସ୍ତଫା: କିଛି ସମୟରେ ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଅଜିତ ପୱାରଙ୍କ ପତ୍ନୀ ସୁନେତ୍ରା ପୱାର । ଅଜିତ ପୱାରଙ୍କ ମୃତ୍ୟୁ ପରେ ଏନସିପି ତାଙ୍କ ପତ୍ନୀ ସୁନେତ୍ର ପୱାରଙ୍କୁ…

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

ଶୀତଦିନେ ତାପମାତ୍ରା ହଠାତ୍ ହ୍ରାସ ହେତୁ ଏହା ହୃଦୟ ରୋଗୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଏ। ଶୀତ ସମୟରେ ହୃଦଘାତ ସମସ୍ୟା ଅଧିକ ଦେଖାଯାଏ। କାରଣ ଶୀତଦିନେ ପେରିଫେରାଲ୍ ଭେସେଲ୍ସ ସଙ୍କୁଚିତ…

ଓଡ଼ିଆ ଭାଷାରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ (Reference…

କଙ୍ଗୋର ଏକ ଖଣିରେ ଭୂସ୍ଖଳନ, ୨୦୦ରୁ ଅଧିକ ମୃତ୍ୟୁ ଆଶଙ୍କା

କଙ୍ଗୋ (ଆମ ଟିଭି): କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା…

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଭୁବନେଶ୍ୱର (ଆମ ଟିଭି): ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଢେଙ୍କାନାଳର ଯୋରନ୍ଦା ମହିମାଗାଦିରେ ଏହି ମେଳା ଆୟୋଜନ ହେଉଛି । ମହିମା ଧର୍ମର ଉତ୍ପତ୍ତି ସ୍ଥଳ ହେଉଛି…

ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା ବସ୍‌’

ଭୁବନେଶ୍ୱର (ଆମ ଟିଭି): ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା ବସ୍‌’ । ରାଜଧାନୀ ଭୁବନେଶ୍ୱରରେ ମହିଳା ଯାତ୍ରୀଙ୍କ ପାଇଁ ‘ସୁଭଦ୍ରା ବସ୍‌’ ଚଳାଇବା ପାଇଁ ସ୍ଥିର…

ନବୀନଙ୍କ ପରେ କୌଣସି ଲିଡରସିପ୍‌ର ପ୍ରଶ୍ନ ଉଠୁନି କହିଲେ କଳିକେଶ

ଭୁବନେଶ୍ୱର (ଆମ ଟିଭି): ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଆଜି ନବୀନ ନିବାସରେ ଭେଟିବା ପରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି ଯେ ନବୀନଙ୍କ ପରେ କୌଣସି…