‘ବାଣିକ’ ନାଁରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କଲେ ସୁବ୍ରତ ଛାଟୋଇ

ଭୁବନେଶ୍ୱର (ଆମ ଟିଭି): ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ଭୁବନେଶ୍ଵରର ପ୍ରତିଷ୍ଠିତ କୋଚିଂ ସେଣ୍ଟର ‘ବାଣିକ’ ରେ କ୍ରାଇମବ୍ରାଞ୍ଚ ଚଢ଼ାଉ ପରେ ‘ବାଣିକ’ ନାଁରେ…

ଆଇପିଏଲ୍ ୨୦୨୬: ଜଣାପଡ଼ିଲା ଖେଳାଳି ନିଲାମ ତାରିଖ! ମିନି ନିଲାମରେ ଦଳ କିଣିବେ ପ୍ଲେୟାର୍

ନୂଆଦିଲ୍ଲୀ(ଆମ ଟିଭି): ଡିସେମ୍ବରରେ ହେବ ଆଇପିଏଲ୍ ପାଇଁ ଖେଳାଳି ଅକ୍ସନ । ନିଜ ମନ ପସନ୍ଦର ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ କିଣିବେ ଫ୍ରାଞ୍ଚାଇଜ୍ । ତେବେ IPL ୨୦୨୬ ପାଇଁ ଏବେଠୁ…

ଲାଞ୍ଚ ନେଇ ଧରାପଡ଼ିଲେ ଆରପିଏଫ ହାବିଲଦାର

ଭୁବନେଶ୍ୱର (ଆମ ଟିଭି): ରାଉରକେଲାର ବିର୍ସା ମୁଣ୍ଡା ଛକରେ ଶୁକ୍ରବାର ସକାଳେ ସ୍ଥାନୀୟ ଜଣେ ମହିଳାଙ୍କଠାରୁ ୧୫,୦୦୦ ଟଙ୍କା ନେବା ସମୟରେ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (RPF) ଯବାନଙ୍କୁ…

ଜୀ-ସାର୍ଥକର ସୁପରହିଟ ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆରମ୍ଭ ହେବାକୁ ଯାଉଛି କାହାଣୀ ନୂଆ ପିଢ଼ିର ଏଇ ଅକ୍ଟୋବର…

ଓଡିଆ ଦର୍ଶକଙ୍କ ରୁଚି ଅନୁସାରେ ସୃଜନଶୀଳତା ସହିତ ଚରିତ୍ର ପରିକଳ୍ପନା କରି ସବୁବେଳେ ଆଗରେ ରହେ ଜୀ ସାର୍ଥକ । ସେହିପରି ଏକ ନୂତନ ମୋଡ଼ ନେଇଛି ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ…

ନଭି ମୁମ୍ବଇ ବିମାନବନ୍ଦର ଉଦ୍‌ଘାଟିତ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇକୁ ମିଳିଛି ଆଉ ଏକ ଆନ୍ତର୍ଜାତିକ ବିମାନବନ୍ଦର। ନୂଅା ବିମାନବନ୍ଦର ନାମ ରହିଛି ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

୧୯ ଓପିଏସ ଅଧିକାରୀଙ୍କ ବଦଳି, ବ୍ରହ୍ମପୁର ଅତିରିକ୍ତ ଏସପି ହେଲେ ଆଲୋକ କୁମାର ଜେନା

୧୯ ଓପିଏସ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କଲେ ସରକାର । ବ୍ରହ୍ମପୁର ଅତିରିକ୍ତ ଏସ୍ ପି ସୀମା ସ୍ବାଇଁଙ୍କ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଲୋକ କୁମାର ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ…

ଲିଙ୍ଗରାଜ ମନ୍ଦିରରେ ଅଘଟଣ: ବଜ୍ରପାତରେ ଜଳିଗଲା ପତାକା, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍‌

ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । ଖାଲି ପତାକା ନୁହେଁ ବରଂ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି । ବୁଧବାର…

ବିହାର ନିର୍ବାଚନ ତାରିଖ ଘୋଷଣା ପରେ ସରୁନି ଏସଆଇଆର ବିବାଦ; ଆଜି ତଥ୍ୟ ଦାଖଲ କରିବେ ଇସି

ନୂଆଦିଲ୍ଲୀ (ଆମ ଟିଭି): ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ସରୁନି ଏସଆଇଆର ବିବାଦ । ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ୩ ଲକ୍ଷ ୬୬ହଜାର ଭୋଟରଙ୍କ ସମ୍ପର୍କରେ ଆଜି…

ତୁର୍କୀରେ ପୁଣି ଥରେ ଭୂକମ୍ପ ଝଟକା, ଜାଣନ୍ତୁ ଏହାର ତୀବ୍ରତା…?

ତୁର୍କୀ(ଆମ ଟିଭି): ଗୁରୁବାର ଦିନ ଅର୍ଥାତ୍ ଆଜି ତୁର୍କୀରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଲା । ଜର୍ମାନ ଭୂତତ୍ତ୍ୱ ଗବେଷଣା କେନ୍ଦ୍ର (GFZ) ଅନୁଯାୟୀ, ତୁର୍କୀରେ ୪.୭ ତୀବ୍ରତାର ଏକ…

ମିଆଁମାରରେ ସେନାର ବଡ଼ ଆକ୍ରମଣ, ଶିଶୁ ସମେତ ୨୪ ଜଣଙ୍କ ମୃତ୍ୟୁ

ମିଆଁମାର(ଆମ ଟିଭି): ମିଆଁମାର ସେନା ଆକ୍ରମଣରେ ଶିଶୁ ସମେତ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ରୁ ଅଧିକ ଆହତ ହୋଇଛନ୍ତି । ଏକ ପ୍ରତିରୋଧ ଗୋଷ୍ଠୀର ସଦସ୍ୟ, ଗ୍ରାମବାସୀ ଏବଂ…